ମାଣ୍ଡିଆ, ଯଅ ଓ ବାଜରା ହେଉଛି ଶସ୍ୟ ଜାତୀୟ ଖାଦ୍ୟ।
ଲସି କେବଳ ଉଦ୍ଭିଦରୁ ମିଳୁଥିବା ଉପାଦାନରେ ପ୍ରସ୍ତୁତ ହୁଏ।
ଶରୀରରୁ ଝାଳ ବାହାରିଗଲେ ଆମକୁ ବାରମ୍ବାର ପାଣି ପିଇବା ଉଚିତ।
‘ଛପନ ଭୋଗ’ରେ ସାତୋଟି ଭିନ୍ନ ଭିନ୍ନ ସ୍ବାଦ ଥାଏ।
ସୁପ୍ ହେଉଛି ପରିବା ସିଝା ପାଣି, ଯାହାକୁ ଲୋକେ ଶୀତଦିନେ ପିଇବାକୁ ପସନ୍ଦ କରନ୍ତି।
ପ୍ରତ୍ୟେକ ଦିନ କ୍ଷୀର ପିଇଲେ ଶରୀର ସୁସ୍ଥ ରହେ।
କ୍ଷୀର ଓ ମହୁ ଉଦ୍ଭିଦମାନଙ୍କଠାରୁ ମିଳିଥାଏ।
ଆଳୁ, ଅଦା ଓ ପିଆଜ ହେଉଛି ଗଛର କାଣ୍ଡ।
ଗାଜର ଏବଂ ମୂଳା ହେଉଛି ଉଦ୍ଭିଦର କାଣ୍ଡ।
ପାଳଙ୍ଗ ଓ ମେଥି ହେଉଛି ଉଦ୍ଭିଦର ପତ୍ର ଜାତୀୟ ଅଂଶ।
ଶୀତଦିନେ ଆମକୁ ପ୍ରଚୁର ପରିମାଣରେ ଆମ୍ବ ମିଳିଥାଏ।
ଖରାଦିନେ ଆମ ଶରୀରରୁ ବହୁତ ଝାଳ ବାହାରି ଜଳୀୟ ଅଂଶ କମିଯାଏ।
କେବଳ ଭାତ ଓ ଆଳୁ ଖାଇଲେ ଶରୀର ସୁସ୍ଥ ଏବଂ ବଳିଷ୍ଠ ରହେ।
‘ଛପନ ଭୋଗ’ରେ ୫୬ ପ୍ରକାର ଖାଦ୍ୟ ପଦାର୍ଥ ଥାଏ।
ରେଶ୍ମା ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା।