Tap an option to check your answer instantly.
“ରାତିରେ ମୁହିଁ ଆଲୋକ ଦିଏ ଦିନରେ କେହି ଖୋଜିନଥାଏ” — ଏହା କିଏ ?
“ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ” — ଏହି ପ୍ରହେଳିକାର ଉତ୍ତର କ’ଣ ?
ଭାରତ ଚନ୍ଦ୍ର ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ପଠାଇଥିବା ମହାକାଶ ଅଭିଯାନର ନାମ କ’ଣ ?
ଭାରତର “ବିକ୍ରମ ଲ୍ୟାଣ୍ଡର” କେଉଁ ତାରିଖରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ?
ଅମାବାସ୍ୟାର ପରଦିନ ଅର୍ଥାତ୍ ନୂଆଚନ୍ଦ୍ର ଦୃଶ୍ୟ ହେବା ଦିନ କେଉଁ ପର୍ବ ପାଳିତ ହୁଏ ?
ବୁଦ୍ଧପୂର୍ଣ୍ଣିମା ଓ ଗୁରୁପୂର୍ଣ୍ଣିମା କେଉଁ ଚାନ୍ଦ୍ରମାସିକ ଅବସ୍ଥାରେ ପାଳନ ହୁଏ ?
ପୂର୍ଣ୍ଣ ଗୋଲାକାର ଚନ୍ଦ୍ର ବା ପୂର୍ଣ୍ଣିମା ଦିନ ନିମ୍ନୋକ୍ତ କେଉଁ ପର୍ବ ପାଳନ କରାଯାଏ ?
ପ୍ରାଚୀନ କାଳରେ ଦିନ ଗଣନା କରିବା ପାଇଁ କାହାର ଆକୃତିକୁ ବ୍ୟବହାର କରାଯାଉଥିଲା ?
ଯେଉଁଦିନ ଆକାଶରେ ଚନ୍ଦ୍ର ଆଦୌ ଦେଖାଯାଏ ନାହିଁ, ତାହାକୁ କ’ଣ କୁହାଯାଏ ?
ଯେଉଁଦିନ ଆକାଶରେ ଚନ୍ଦ୍ର ପୂର୍ଣ୍ଣ ଗୋଲାକାର ଦେଖାଯାଏ, ସେହି ଦିନକୁ କ’ଣ କୁହାଯାଏ ?
ରାତି ଆକାଶରେ ସବୁଠାରୁ ବଡ଼ ଦେଖାଯାଉଥିବା ଜ୍ୟୋତିଷ୍କ କିଏ ?
ତାରାପୁଞ୍ଜର ଏକ ଉଦାହରଣ ଭାବେ ପାଠ୍ୟପୁସ୍ତକରେ କାହାର ଉଲ୍ଲେଖ କରାଯାଇଛି ?
ରାତି ଆକାଶରେ ତାରାମାନଙ୍କୁ ନେଇ ଗଠିତ ବିଭିନ୍ନ ଆକୃତିକୁ କ’ଣ କୁହାଯାଏ ?
ଭାରତବର୍ଷରେ ବହୁ ପୁରାତନ କାଳରୁ ଆଲୋକ ଓ ଛାୟାକୁ ନେଇ କେଉଁ ପାରମ୍ପରିକ ଖେଳ ପ୍ରଚଳିତ ଅଛି ?
ଓଡ଼ିଶାର କେଉଁ ମନ୍ଦିରରେ ଥିବା ଚକ୍ରଗୁଡ଼ିକର ଛାୟା ଦ୍ୱାରା ଦିନର ସମୟ ମାପ କରାଯାଏ ?
ନିମ୍ନଲିଖିତ କେଉଁ ସ୍ଥାନରେ ରାଜା ଜୟସିଂହ “ଜନ୍ତର ମନ୍ତର” ତିଆରି କରିନଥିଲେ ?
ଜନ୍ତର ମନ୍ତରରେ ଥିବା ବିଶେଷ ସୂର୍ଯ୍ୟଘଡ଼ିର ନାମ କ’ଣ ?
ଜୟପୁରର ରାଜା ଜୟସିଂହ ନିର୍ମାଣ କରିଥିବା ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନ ସ୍ଥାପତ୍ୟର ନାମ କ’ଣ ?
ପ୍ରାଚୀନ କାଳରେ ଛାଇକୁ ଦେଖି ସମୟ ମାପିବା ପାଇଁ ବ୍ୟବହୃତ ଯନ୍ତ୍ରକୁ କ’ଣ କୁହାଯାଏ ?
ଆଲୋକର ଦିଗ ପରିବର୍ତ୍ତନ ହେଲେ ଛାୟାର କ’ଣ ପରିବର୍ତ୍ତନ ଘଟେ ?
କୌଣସି ବସ୍ତୁ ଆଲୋକର ଉତ୍ସ ପାଖରେ ରହିଲେ ତାର ଛାୟା କିପରି ହୁଏ ?
ସୂର୍ଯ୍ୟାସ୍ତ ପୂର୍ବବେଳର ଛାୟା ସକାଳ ବେଳର ଛାୟାର କେଉଁ ଦିଗରେ ଦେଖାଯାଏ ?
ସକାଳ ଓ ସନ୍ଧ୍ୟା ସମୟରେ ବସ୍ତୁର ଛାୟା କିପରି ଦେଖାଯାଏ ?
ଦିନର କେଉଁ ସମୟରେ ବସ୍ତୁର ଛାୟା ସବୁଠାରୁ ଛୋଟ ହୋଇଥାଏ ?
ସୂର୍ଯ୍ୟ ଆକାଶରେ ପୂର୍ବରୁ କେଉଁ ଦିଗକୁ ଗତି କଲାପରି ମନେହୁଏ ?