ଆଲୋକର ଦିଗ ବଦଳିଲେ ମଧ୍ୟ ବସ୍ତୁର ଛାୟାର ଦିଗ କେବେ ବଦଳେ ନାହିଁ ।
୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଭାରତର “ବିକ୍ରମ ଲ୍ୟାଣ୍ଡର” ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ।
ଅମାବାସ୍ୟାର ପୂର୍ବଦିନ ଇଦ୍ ପର୍ବ ପାଳନ କରାଯାଏ ।
ଆକାଶରେ ପୂର୍ଣ୍ଣ ଗୋଲାକାର ଚନ୍ଦ୍ର ଥିବା ଦିନ ରକ୍ଷାବନ୍ଧନ ଓ ବୁଦ୍ଧପୂର୍ଣ୍ଣିମା ପାଳନ କରାଯାଏ ।
ଭିନ୍ନ ଭିନ୍ନ ରାତିରେ ଚନ୍ଦ୍ରର ଆକୃତି ସବୁବେଳେ ଏକାପରି ରହିଥାଏ ।
ରାତି ଆକାଶରେ ତାରାମାନଙ୍କୁ ନେଇ କୌଣସି ଆକୃତି ବା ତାରାପୁଞ୍ଜ ଦେଖାଯାଏ ନାହିଁ ।
ଭାରତ ବର୍ଷରେ ବହୁ ପୁରାତନ କାଳରୁ ଛାୟା କଣ୍ଢେଇ ଖେଳ ପ୍ରଚଳିତ ଅଛି ।
ଯେଉଁଦିନ ଆକାଶରେ ଚନ୍ଦ୍ର ଆଦୌ ଦେଖାଯାଏ ନାହିଁ, ସେହି ଦିନକୁ ପୂର୍ଣ୍ଣିମା କୁହାଯାଏ ।
କୋଣାର୍କ ସୂର୍ଯ୍ୟମନ୍ଦିରରେ ଥିବା ଚକ୍ରଗୁଡ଼ିକର ଛାୟା ଦ୍ୱାରା ଦିନର ସମୟ ମାପ କରାଯାଏ ।
ପ୍ରାଚୀନ କାଳରେ ଛାଇକୁ ଦେଖି ସମୟ ମାପ କରିବା ପାଇଁ ବ୍ୟବହୃତ ଯନ୍ତ୍ରକୁ ସୂର୍ଯ୍ୟଘଡ଼ି କୁହାଯାଏ ।
ସୂର୍ଯ୍ୟାସ୍ତ ପୂର୍ବବେଳର ଛାୟା ସକାଳ ବେଳର ଛାୟାର ବିପରୀତ ଦିଗରେ ଦେଖାଯାଏ ।
ଯଦି କୌଣସି ବସ୍ତୁ ଆଲୋକର ଉତ୍ସ ପାଖରେ ରହେ, ତେବେ ବସ୍ତୁର ଛାୟା ବଡ଼ ହୁଏ ।
ମଧ୍ୟାହ୍ନ ସମୟରେ ବସ୍ତୁର ଛାୟା ସବୁଠାରୁ ଲମ୍ବା ହୋଇଥାଏ ।
ସକାଳେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି ।
ଆକାଶରେ ଥିବା ସବୁଠାରୁ ଉଜ୍ଜ୍ୱଳତମ ବସ୍ତୁ ହେଉଛି ସୂର୍ଯ୍ୟ ।