ଯଦି କେହି ଆମକୁ ଅସୁରକ୍ଷିତ ଅନୁଭବ କରାଏ, ତେବେ ସେଥିପାଇଁ ନିଜକୁ ଦୋଷୀ ମନେ କରିବା ଉଚିତ ।
କାହାର ସ୍ପର୍ଶରେ ଅସହଜ ବା ଭୟ ଅନୁଭବ ହେଲେ ମଧ୍ୟ ସେ ବିଷୟରେ କାହାକୁ କିଛି ନ କହି ଚୁପ୍ ରହିବା ଉଚିତ ।
ଯେଉଁ ସ୍ପର୍ଶରେ ଆମେ ସ୍ନେହ, ଖୁସି ଓ ନିରାପଦ ଅନୁଭବ କରୁ, ତାହା ହେଉଛି ସୁରକ୍ଷିତ ସ୍ପର୍ଶ ।
ଯଥେଷ୍ଟ ନିଦ୍ରା ନ ହେଲେ ମଧ୍ୟ ଆମ ଶରୀର ସାରାଦିନ ସତେଜ ଓ ଶାନ୍ତ ରହେ ।
ବଜ୍ରାସନ ଏବଂ ଉତ୍ତାନପାଦାସନ ହେଉଛି ଦୁଇଟି ସହଜ ଯୋଗ ଆସନ ।
ଗୁଲିଦଣ୍ଡା, ସାତଘରି, କବାଡ଼ି ଓ କିତକିତ ଆମର ପାରମ୍ପରିକ ଖେଳ ଅଟେ ।
ସୁସ୍ଥ ରହିବା ପାଇଁ କେବଳ ଉତ୍ତମ ଖାଦ୍ୟ ଯଥେଷ୍ଟ, କୌଣସି ବ୍ୟାୟାମର ଆବଶ୍ୟକତା ନାହିଁ ।
ଥାଳିରେ ଅଧିକ ଖାଦ୍ୟ ବଳିଗଲେ ତାହାକୁ ଫିଙ୍ଗି ନଷ୍ଟ କରିଦେବା ଏକ ଭଲ ଅଭ୍ୟାସ ।
ଖାଦ୍ୟ ନଷ୍ଟ କରିବା ଦ୍ୱାରା ଖାଦ୍ୟ ଯୋଗାଣରେ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ପରିଶ୍ରମକୁ ଅସମ୍ମାନ ହୁଏ ।
ମନଯୋଗ ସହ ଖାଇବାର ଅର୍ଥ ହେଉଛି ଖାଦ୍ୟକୁ ନ ଚୋବାଇ ଶୀଘ୍ର ଶୀଘ୍ର ଗିଳିଦେବା ।
ନୂଆଖାଇ, ମକର ସଂକ୍ରାନ୍ତି ଓ ଅକ୍ଷୟ ତୃତୀୟା ଭଳି ପର୍ବରେ ଆମେ ପ୍ରକୃତିମାତାଙ୍କୁ କୃତଜ୍ଞତା ଜଣାଇଥାଉ ।
କ୍ଷେତରୁ ଆମ ଖାଇବା ଥାଳି ପର୍ଯ୍ୟନ୍ତ ଶସ୍ୟ ପହଞ୍ଚିବା ଏକ ଲମ୍ବା ପ୍ରକ୍ରିୟା ଅଟେ ।
ଚାଷ କାର୍ଯ୍ୟରେ ଜିଆ ଏବଂ ଗୋବର ଖତର କୌଣସି ଉପଯୋଗିତା ନାହିଁ ।
ରୁଟି ପ୍ରସ୍ତୁତ କରିବା ପାଇଁ ଗହମ ଏକ ମୁଖ୍ୟ ଉପାଦାନ ଅଟେ ।
ଆମେ ଯେତେବେଳେ ଆମ ପସନ୍ଦର ଖାଦ୍ୟ ଖାଇଥାଉ, ସେତେବେଳେ ଆନନ୍ଦ ଅନୁଭବ କରୁ ।