ପାର୍ବତ୍ୟ ଅଞ୍ଚଳରେ ଯାତ୍ରା ପାଇଁ ସାଧାରଣତଃ ଚମରୀଗାଈ (ୟାକ୍) ବ୍ୟବହାର କରାଯାଏ।
ଲୁସୁଙ୍ଗ ଏବଂ ନମସୁଙ୍ଗ ହେଉଛି ରାଜସ୍ଥାନର ମୁଖ୍ୟ ନୂଆବର୍ଷ ପର୍ବ।
ସିକିମ୍ର ପାରମ୍ପରିକ ଘରଗୁଡ଼ିକ କାଠ ଏବଂ ଗଡ଼ାଣିଆ ଛାତ ଦ୍ୱାରା ନିର୍ମିତ ହୋଇଥାଏ।
କାଞ୍ଚନଜଙ୍ଘା ପର୍ବତ ଶିଖର ଓଡ଼ିଶାର ଉପକୂଳ ଅଞ୍ଚଳରେ ଅବସ୍ଥିତ।
ବାତ୍ୟା ସମୟରେ ପ୍ରାରମ୍ଭିକ ସୂଚନା ଓ ସଫଳ ପରିଚାଳନା ପାଇଁ ଓଡ଼ିଶା ସରକାର ପୁରସ୍କାର ପାଇଛନ୍ତି।
ଡଲଫିନ, ତାରକା ମାଛ ଏବଂ ସମୁଦ୍ର କଇଁଛ ମରୁଭୂମିରେ ଦେଖାଯାଉଥିବା ପ୍ରାଣୀ ଅଟନ୍ତି।
ପୁରୀ ସହର ବିଶାଳ ରଥ ମହୋତ୍ସବ ବା ରଥଯାତ୍ରା ପାଇଁ ପ୍ରସିଦ୍ଧ।
ସମୁଦ୍ର କୂଳରେ ମିଳୁଥିବା ଶଙ୍ଖକୁ କେବଳ ଖେଳନା ଭାବରେ ବ୍ୟବହାର କରାଯାଏ।
‘ଡାଲ-ବାଟି-ଚୁରୁମା’ ଏବଂ ‘କେର ସାଙ୍ଗରି’ ହେଉଛି ରାଜସ୍ଥାନର ଲୋକପ୍ରିୟ ସୁସ୍ୱାଦୁ ଖାଦ୍ୟ।
ଜୟସଲମେର୍ ଦୁର୍ଗ ଧଳା ମାର୍ବଲ ପଥରରେ ନିର୍ମିତ ହୋଇଛି।
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ।
ସିଜୁ ଗଛ କମ୍ ପାଣିରେ ବଞ୍ଚିବା ପାଇଁ ନିଜ କାଣ୍ଡରେ ଜଳ ସଂରକ୍ଷଣ କରି ରଖିଥାଏ।
ଶ୍ରୀ ହରମନ୍ଦିର ସାହିବ୍ ବା ସ୍ୱର୍ଣ୍ଣମନ୍ଦିରରେ ସମସ୍ତଙ୍କ ପାଇଁ ମାଗଣାରେ ଲଙ୍ଗର ସେବା ଯୋଗାଇ ଦିଆଯାଏ।
ପଞ୍ଜାବର ଅମୃତସର ଅଞ୍ଚଳ ଏକ ପାର୍ବତ୍ୟ ଭୂମି ଏବଂ ଏହାର ମାଟି ଅନୁର୍ବର ଅଟେ।
ଗୁରୁପ୍ରୀତ୍ ପଞ୍ଜାବର ଅମୃତସରରେ ଥିବା ତା'ର ଜେଜେବାପାଙ୍କ ଘର ପରିଦର୍ଶନରେ ଯାଇଥିଲା।