କବାଡ଼ି ଖେଳାଳି ରାହା ଛାଡ଼ିଦେଲେ ତାଙ୍କ ଦଳକୁ ଗୋଟିଏ ପଏଣ୍ଟ ମିଳିଥାଏ ।
୨୦୦୪ ମସିହାରୁ “କବାଡ଼ି ବିଶ୍ୱକପ୍” ଆରମ୍ଭ ହୋଇଥିଲା ।
୨୦୧୨ ମହିଳା କବାଡ଼ି ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ଜାପାନକୁ ହରାଇ ବିଜୟୀ ହୋଇଥିଲେ ।
ଭାରତରେ ପ୍ରଥମ କରି ୧୯୫୦ ମସିହାରେ ‘କବାଡ଼ି ଫେଡେରେସନ ଅଫ୍ ଇଣ୍ଡିଆ’ ଗଠନ କରାଯାଇଥିଲା ।
ଗୋଟିଏ କବାଡ଼ି ଦଳରେ ସାତଜଣ ଲେଖାଏଁ ଖେଳାଳି ରହିଥାନ୍ତି ।
ମହିଳା କବାଡ଼ି ଖେଳ ପାଇଁ ପଡ଼ିଆର ଆକାର ୧୫ × ୧୦ ମିଟର ହୋଇଥାଏ ।
ପୁରୁଷ କବାଡ଼ି ଖେଳ ପାଇଁ ପଡ଼ିଆର ଆକାର ୧୩ × ୧୦ ମିଟର ହୋଇଥାଏ ।
ଭାରତରେ ପାଞ୍ଚ ପ୍ରକାରର କବାଡ଼ି ଖେଳ ଦେଖିବାକୁ ମିଳିଥାଏ ।
ଓଡ଼ିଶାର ରଜ ପର୍ବରେ ଝିଅପିଲାମାନେ ପୁଚି ଓ ଦୋଳି ଖେଳ ଖେଳିଥାନ୍ତି ।
ଆମ ଦେଶ ଭାରତର ଜାତୀୟ ଖେଳ ହେଉଛି କ୍ରିକେଟ୍ ।
ପ୍ରାଚୀନ କାଳର ଝିମାଣି ଖେଳକୁ ଆମେ ଏବେ କବାଡ଼ି ଖେଳ ବୋଲି କହୁଛେ ।
ଝିମାଣି ଖେଳରେ ପ୍ରଥମେ ଦୁଃଶାସନ ରାହା ଧରି ପାଣ୍ଡବ ପକ୍ଷକୁ ଯାଇଥିଲା ।
ଝିମାଣି ଖେଳ ଆରମ୍ଭ ବେଳେ ପଡ଼ିଆର ପୂର୍ବପଟେ କୌରବ ଓ ପଶ୍ଚିମପଟେ ପାଣ୍ଡବମାନେ ରହିଲେ ।
ପାଣ୍ଡବ ଓ କୌରବମାନେ ଗୁରୁ ବଶିଷ୍ଠଙ୍କଠାରୁ ଆଖଡ଼ା ଘରେ ଅସ୍ତ୍ରବିଦ୍ୟା ଶିକ୍ଷା କରୁଥିଲେ ।
ମହାଭାରତ ଯୁଗରେ ପାଣ୍ଡବ ଓ କୌରବ ଭାଇମାନଙ୍କ ମଧ୍ୟରେ ଝିମାଣି ଖେଳ ଖେଳାଯାଇଥିଲା ।