'ବାପୁଙ୍କଠାରୁ ଶିଖିଛି ମୁହିଁ' କବିତାଟି କବି ସନାତନ ପଣ୍ଡାଙ୍କ ଦ୍ୱାରା ଲେଖାଯାଇଛି ।
'ବାପୁଙ୍କଠାରୁ ଶିଖିଛି ମୁହିଁ' କବିତାରେ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ଠକିବାକୁ ଶିଖାଯାଇଛି ।
ଆମେ ବିଜ୍ଞାନ-ଧନ ଅର୍ଜନ କରି ଦେଶରେ ନୂଆ ଶିଳ୍ପରାଜି ଗଢ଼ିବା ।
'ସ୍ଵାଧୀନ' ଶବ୍ଦର ବିପରୀତ ଶବ୍ଦ ହେଉଛି ଅଜ୍ଞ ।
ସ୍ଵାଧୀନତା ହେଉଛି ଆମ ଜୀବନର ମୁଖ୍ୟ ବ୍ରତ ।
କବିତା ଅନୁସାରେ 'ସମୀର' ଶବ୍ଦର ଅର୍ଥ ହେଉଛି ମାଟି ।
ନବ ଭାରତର ସେବକ ସାଜି ଆମେ ଭେଦାଭେଦ ଭାବ ବର୍ଜନ କରିବା ।
ଶତ୍ରୁ ଦେଶକୁ ଗ୍ରାସ କରିବାକୁ ଆସିଲେ ଆମେ ରଣକ୍ଷେତ୍ରରୁ ପଳାଇଯିବା ।
ଶିକ୍ଷା କ୍ଷେତ୍ରରେ ଆଗେଇ ଆମେ ଦେଶରେ କାହାକୁ ଅଜ୍ଞ ରଖିବା ନାହିଁ ।
ଆମେ ଜଡ଼ତା ବଜାୟ ରଖି ଦେଶର କାର୍ଯ୍ୟରୁ ଦୂରେଇ ରହିବା ।
ମହାତ୍ମା ଗାନ୍ଧୀ ଜନତାଙ୍କୁ ମୁକ୍ତିର ଡାକ ଶୁଣାଇଥିଲେ ।
ଜନମଭୂମି ଆଖିରେ କେବଳ ବଡ଼ ପ୍ରାଣୀମାନେ ହିଁ ସମାନ ।
ମାତୃଭୂମିର ସମୀର ଓ ଜଳ ଆମ ଶରୀରରେ ଶକ୍ତି ଭରିଦେଇଛି ।
ବିଶ୍ୱକୁ ପ୍ରଥମେ ସାମ୍ୟ ବାଣୀ ମହାତ୍ମା ଗାନ୍ଧୀ ଶୁଣାଇଥିଲେ ।
ଭାରତ ହେଉଛି ଆମର ଜନମଭୂଇଁ ।