Tap an option to check your answer instantly.
ସହିଦ ହେବା ସମୟରେ ନିର୍ଭୀକ ରେଣ୍ଡୋ ମାଝିଙ୍କ ପାଟିରୁ କେଉଁ ଧ୍ୱନି ସ୍ୱତଃ ଉଚ୍ଚାରିତ ହୋଇଥିଲା?
୧୮୫୫ ମସିହା ଡିସେମ୍ବର ୧୦ ତାରିଖରେ ରେଣ୍ଡୋ ମାଝି କେଉଁଠାରେ ଥିବା ଇଂରେଜ ଶିବିର ଉପରେ ଆକ୍ରମଣ କଲେ?
ରେଣ୍ଡୋ ମାଝିଙ୍କ ଡାକରାରେ କନ୍ଧମେଳି କେଉଁ ମସିହା ପର୍ଯ୍ୟନ୍ତ ଚାଲିଥିଲା?
ରେଣ୍ଡୋ ମାଝି ପିଲାଦିନରୁ କେଉଁ କାର୍ଯ୍ୟରେ ଦକ୍ଷତା ହାସଲ କରିଥିଲେ?
ରେଣ୍ଡୋ ମାଝି କେଉଁ ଆଦିବାସୀ ସମ୍ପ୍ରଦାୟର ଥିଲେ?
ସହିଦ ରେଣ୍ଡୋ ମାଝି କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ?
‘ହାରିବା’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କ’ଣ?
‘ରାଜି’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କ’ଣ?
‘ସାହସୀ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କ’ଣ?
ଜୟୀ ରାଜଗୁରୁଙ୍କୁ କିପରି ଅମାନୁଷିକ ଭାବେ ମୃତ୍ୟୁଦଣ୍ଡ ଦିଆଗଲା?
ବାଘିତୋଟାରେ ଥିବା କେଉଁ ଗଛରେ ଜୟୀ ରାଜଗୁରୁଙ୍କୁ ବାନ୍ଧି ହତ୍ୟା କରାଗଲା?
ଜୟୀ ରାଜଗୁରୁଙ୍କୁ କେଉଁ ସ୍ଥାନରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା?
ଇଂରେଜମାନେ ଜୟୀ ରାଜଗୁରୁଙ୍କ ଅପରାଧର ବିଚାର କାହିଁକି କଲେ ନାହିଁ?
“ଓଡ଼ିଆ ବୀର ଜାତି । ସେ ଲଢ଼େଇ କରି ପ୍ରାଣ ଦେଇ ଜାଣେ”— ଏହି ଉକ୍ତିଟି କାହାର?
ଜୟୀ ରାଜଗୁରୁ ଇଂରେଜମାନଙ୍କୁ କ’ଣ ବୋଲି କହିଥିଲେ?
ଜୟୀ ରାଜଗୁରୁ ହାଜର ହୋଇ ଦୋଷ ମାନିଲେ କ’ଣ କରାଯିବ ବୋଲି ଇଂରେଜମାନେ ଘୋଷଣା କଲେ?
ଇଂରେଜମାନେ ଖୋର୍ଦ୍ଧା ଦଖଲ କରିବା ପରେ କାହାକୁ ଖୋଜି ପାଇଲେ ନାହିଁ?
ଯୁଦ୍ଧରେ ହାରିଯିବା ପରେ ଇଂରେଜମାନଙ୍କ ଦ୍ୱାରା କିଏ ବନ୍ଦୀ ହେଲେ?
ପାଇକମାନେ ଇଂରେଜମାନଙ୍କ କେଉଁ ଅସ୍ତ୍ର ଆଗରେ ଅଧିକ ଦିନ ଲଢ଼ି ପାରିଲେ ନାହିଁ?
ଯୁଦ୍ଧ ସମୟରେ ଓଡ଼ିଆ ପାଇକମାନେ କେଉଁ ଅସ୍ତ୍ର ଧରି ଲଢ଼ୁଥିଲେ?
ଓଡ଼ିଆ ପାଇକମାନଙ୍କର ନେତା ହୋଇ କିଏ ଲଢ଼ିବାକୁ ଆଗେଇ ଆସିଲେ?
ଇଂରେଜମାନେ କେଉଁ ସ୍ଥାନ ଦଖଲ କରିବା ପାଇଁ ଲଢ଼େଇ ଆରମ୍ଭ କଲେ?
ଜୟୀ ରାଜଗୁରୁ କାହାକୁ ଲଢ଼େଇ ପାଇଁ ସଜବାଜ ହେବାକୁ ଆଦେଶ ଦେଲେ?
ଜୟୀ ରାଜଗୁରୁ ଇଂରେଜ ଶାସକଙ୍କୁ ଦେଖା କରିବାକୁ କାହିଁକି ମନା କରିଦେଲେ?
ଜୟୀ ରାଜଗୁରୁ କାହାର ଗୌରବ ରକ୍ଷା ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବାକୁ କହିଥିଲେ?