ମୃତ୍ୟୁ ସମୟରେ ରେଣ୍ଡୋ ମାଝିଙ୍କ ପାଟିରୁ ‘ଜୟ ଜଗନ୍ନାଥ’ ଧ୍ୱନି ସ୍ୱତଃ ଉଚ୍ଚାରିତ ହୋଇଥିଲା ।
ରେଣ୍ଡୋ ମାଝି ବରକିୟା କନ୍ଧ ସମ୍ପ୍ରଦାୟର ଡାବିଶ ମାଝିଙ୍କ ପୁତ୍ର ଥିଲେ ।
ସହିଦ ରେଣ୍ଡୋ ମାଝି ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ବରଗଛର ଦୁଇଟି ଡାଳରେ ଗୋଡ଼ ବାନ୍ଧି ତାହାକୁ ଫିଟାଇ ଦେବାରୁ ରାଜଗୁରୁଙ୍କ ଶରୀର ଦୁଇଫାଳ ହୋଇଗଲା ।
ଜୟୀ ରାଜଗୁରୁଙ୍କୁ କଟକର ବାରବାଟୀ କିଲ୍ଲାରେ ଫାଶୀ ଦିଆଯାଇଥିଲା ।
ଜୟୀ ରାଜଗୁରୁ ଇଂରେଜମାନଙ୍କ ପ୍ରଥମ ଶତ୍ରୁ ଥିବାରୁ ସେମାନେ ତାଙ୍କ ଅପରାଧର ବିଚାର କରିବା ଆବଶ୍ୟକ ମନେ କଲେ ନାହିଁ ।
ଇଂରେଜମାନଙ୍କ ଘୋଷଣା ଶୁଣି ଜୟୀ ରାଜଗୁରୁ ଭୟରେ ନିଜ ଦୋଷ ସ୍ୱୀକାର କରିଦେଲେ ।
ଯୁଦ୍ଧରେ ପରାଜୟ ପରେ ଗଜପତି ମୁକୁନ୍ଦଦେବ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ ।
ଇଂରେଜମାନଙ୍କ ତୋପ ଓ କମାଣ ଆଗରେ ପାଇକମାନେ ଯୁଦ୍ଧରେ ବିଜୟୀ ହୋଇଥିଲେ ।
ଓଡ଼ିଆ ପାଇକମାନେ ଢାଲ ଓ ତରବାରି ଧରି ଇଂରେଜ ସୈନ୍ୟଙ୍କ ସହ ଲଢ଼େଇ କରିଥିଲେ ।
ଜୟୀ ରାଜଗୁରୁ ଓଡ଼ିଆ ପାଇକମାନଙ୍କର ନେତା ହୋଇ ଯୁଦ୍ଧକ୍ଷେତ୍ରକୁ ଆଗେଇ ଆସିଥିଲେ ।
ଇଂରେଜ ଶାସକ ଡାକିବା ମାତ୍ରେ ଜୟୀ ରାଜଗୁରୁ ଯାଇ ତାଙ୍କୁ ଦେଖା କରିଥିଲେ ।
ଜୟୀ ରାଜଗୁରୁ ଗଜପତି ମୁକୁନ୍ଦଦେବଙ୍କ କୁଳପୁରୋହିତ ତଥା ମୁଖ୍ୟ ପରାମର୍ଶଦାତା ଥିଲେ ।
ଗଜପତି ମୁକୁନ୍ଦଦେବ ଇଂରେଜମାନଙ୍କ କଥାରେ ରାଜି ହୋଇ ସେମାନଙ୍କ ଅଧୀନତା ସ୍ୱୀକାର କରିଥିଲେ ।
୧୮୦୩ ମସିହାରେ ଓଡ଼ିଶା ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା ।