କେନ୍ଦ୍ରାପଡ଼ାରେ ପୋଡ଼ପିଠା ଏବଂ ନୟାଗଡ଼ରେ ରସାବଳୀ ପ୍ରସିଦ୍ଧ ଅଟେ ।
ନିମାପଡ଼ାର ପ୍ରସିଦ୍ଧ ଖାଦ୍ୟ ହେଉଛି ବ୍ରହ୍ମପୁରର ପାମ୍ପୁଡ଼ି ।
'ଆମେ ଓଡ଼ିଆ – ଆମ ଖାଦ୍ୟ ବଢ଼ିଆ' ପଦ୍ୟରେ ବାରିପଦାର ମୁଢ଼ି ଓ କେନ୍ଦୁଝରର ବଡ଼ି କଥା ଉଲ୍ଲେଖ ଅଛି ।
ଦେଓମାଳି, ମହେନ୍ଦ୍ରଗିରି ଓ ମେଘାସନ ଓଡ଼ିଶାର ପାହାଡ଼ ଅଟନ୍ତି ।
ଚିଲିକା ଏବଂ ଅଂଶୁପା ହେଉଛି ଓଡ଼ିଶାର ଦୁଇଟି ପ୍ରସିଦ୍ଧ ପାହାଡ଼ ।
'କୋଣାରକ' ଶବ୍ଦର ଗଦ୍ୟରୂପ ହେଉଛି 'କୀରତି' ।
ଓଡ଼ିଶାର ଅଧିବାସୀଙ୍କୁ 'ଓଡ଼ିଆ' ଏବଂ ପଞ୍ଜାବର ଅଧିବାସୀଙ୍କୁ 'ପଞ୍ଜାବୀ' କୁହାଯାଏ ।
'ବାସ' ଶବ୍ଦର ଏକ ପ୍ରତିଶବ୍ଦ ହେଉଛି 'ଘର' ।
କବିତାରେ ବିଦେଶର ବିଦ୍ୟାଳୟରେ ପାଠପଢ଼ା ଶିଖିବା କଥା କୁହାଯାଇଛି ।
ଏଇ ଦେଶର ପାଣି ଓ ପବନରେ ଆମ ଶରୀର ଗଢ଼ା ହୋଇଛି ।
କୋଣାରକର ଦେଉଳ ଦେଖି ଲୋକେ ଭୟରେ ଦୂରେଇ ଯାଆନ୍ତି ।
ଏହି ଦେଶର ବଡ଼ ଦେଉଳରେ ଜଗତନାଥ ବିଜେ କରିଛନ୍ତି ।
ଆମ ଓଡ଼ିଶା ଦେଶରେ ମହାନଦୀଟି ଯାଇ ସାଗର ସଙ୍ଗେ ମିଶିଛି ।
କବିତାରେ ଗଡ଼ଜାତର ପାହାଡ଼ମାଳା ନଦୀ ପରି ଦିଶେ ବୋଲି କୁହାଯାଇଛି ।
'ଓଡ଼ିଶା ମୋର ଦେଶ' କବିତାର କବି ହେଉଛନ୍ତି ରାମକୃଷ୍ଣ ନନ୍ଦ ।