Tap an option to check your answer instantly.
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର କେତେ ତମ ରାଷ୍ଟ୍ରପତି?
ଦ୍ରୌପଦୀ ମୁର୍ମୁ ପ୍ରଥମ ମହିଳା ରାଜ୍ୟପାଳ ଭାବେ କେଉଁ ରାଜ୍ୟରେ ଦାୟିତ୍ୱ ତୁଲାଇଥିଲେ?
ଦ୍ରୌପଦୀ ମୁର୍ମୁଙ୍କୁ ୨୦୦୭ ମସିହାରେ ଶ୍ରେଷ୍ଠ ବିଧାୟିକା ଭାବେ କେଉଁ ପୁରସ୍କାର ମିଳିଥିଲା?
ଦ୍ରୌପଦୀ ମୁର୍ମୁ କେଉଁ ବିଦ୍ୟାଳୟରେ ଅବୈତନିକ ଶିକ୍ଷୟିତ୍ରୀ ଭାବେ ପାଠ ପଢ଼ାଉଥିଲେ?
ଦ୍ରୌପଦୀ ମୁର୍ମୁ କେଉଁ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ?
ଦ୍ରୌପଦୀ ମୁର୍ମୁ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ?
ଭାରତର ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି କିଏ?
‘ଅନୁ’ ଉପସର୍ଗ ଯୋଗ କରି ଗଠିତ ଶବ୍ଦଟି କେଉଁଟି?
‘ମାଆ’ ଶବ୍ଦର ଏକ ପ୍ରତିଶବ୍ଦ କ’ଣ?
ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରେ କିଏ ‘ଆଚାର୍ଯ୍ୟ’ ଭାବେ ପରିଚିତ?
ଆଚାର୍ଯ୍ୟ ହରିହରଙ୍କ ଦେହାନ୍ତ କେଉଁ ମସିହାରେ ହୋଇଥିଲା?
ହରିହର ରଚନା କରିଥିବା ଇଂରାଜୀ ବ୍ୟାକରଣ ବହିଟିର ନାମ କ’ଣ?
ଆଚାର୍ଯ୍ୟ ହରିହର କେଉଁ ମେଡ଼ିକାଲ କଲେଜର ଡାକ୍ତରଙ୍କୁ ଚକ୍ଷୁର ପରଳ ଦାନ କରିବାକୁ ଅନୁରୋଧ କରିଥିଲେ?
କାରାଗାରରେ ଥାଇ ହରିହର କି ଦାୟିତ୍ୱ ନେଇଥିଲେ?
କେଉଁ ଆନ୍ଦୋଳନ ସମୟରେ ହରିହର ବହୁବାର କାରାବରଣ କରିଥିଲେ?
ବନବିଦ୍ୟାଳୟରେ ପିଲାଙ୍କୁ କାଛୁକୁଣ୍ଡିଆ ହେଲେ ହରିହର କେଉଁଥିରେ ସଫା କରୁଥିଲେ?
ହରିହର କେଉଁ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟରେ ଯୋଗଦେଲେ?
ନୀଳଗିରି ହାଇସ୍କୁଲ ପାଖରେ ପଡ଼ିଥିବା ଅଛୁଆଁ ବ୍ୟକ୍ତିର ଶବକୁ କିଏ ସଂସ୍କାର କରିଥିଲେ?
ହରିହର ଓକିଲାତି ପରୀକ୍ଷା ନ ଦେଇ ଫେରି ଆସିଲେ କାହିଁକି?
ହରିହର ଓକିଲାତି ପଢ଼ିବା ପାଇଁ କେଉଁଠାକୁ ଯାଇଥିଲେ?
କଲେଜ ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ହରିହର କ’ଣ କରୁଥିଲେ?
ହରିହର ୧୯୦୧ ମସିହାରେ ଏଫ୍.ଏ. ପଢ଼ିବା ପାଇଁ କେଉଁ କଲେଜରେ ନାମ ଲେଖାଇଲେ?
ପୁରୀରେ ପଢ଼ିବା ସମୟରେ ହରିହର ସାଙ୍ଗମାନଙ୍କ ସହିତ ମିଶି କେଉଁ କାମ କରୁଥିଲେ?
ହରିହରଙ୍କ ମାଆଙ୍କ ନାମ କ’ଣ ଥିଲା?
ହରିହରଙ୍କ ପିତାଙ୍କ ନାମ କ’ଣ ଥିଲା?