ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୦୭ ମସିହାରେ ଶ୍ରେଷ୍ଠ ବିଧାୟିକା ଭାବରେ ପଣ୍ଡିତ ନୀଳକଣ୍ଠ ପୁରସ୍କାର ପାଇଥିଲେ ।
ଦ୍ରୌପଦୀ ମୁର୍ମୁ ବିହାରର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ ।
ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ଆଚାର୍ଯ୍ୟ ହରିହର ‘Child’s easy first grammar’ ପୁସ୍ତକ ରଚନା କରିଥିଲେ ।
ଆଚାର୍ଯ୍ୟ ହରିହର ନିଜ ହୃତ୍ପିଣ୍ଡ ଦାନ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।
କାରାଗାରରେ ଥିବା ସମୟରେ ହରିହର ବନ୍ଦୀମାନଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଥିଲେ ।
ସତ୍ୟବାଦୀ ବନବିଦ୍ୟାଳୟରେ ପିଲାମାନଙ୍କର କାଛୁକୁଣ୍ଡିଆ ହେଲେ ହରିହର ନିମ୍ବପତ୍ର ସିଝା ପାଣିରେ ସଫା କରି ଦେଉଥିଲେ ।
ହରିହର ୧୯୨୦ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ ।
ହରିହର ନିଜ ଜୀବନର ଆଦର୍ଶ ଭାବେ ଗୋପବନ୍ଧୁ ଦାସଙ୍କୁ ଗ୍ରହଣ କରିଥିଲେ ।
ହରିହର କଲିକତାରୁ ଓକିଲାତି ପରୀକ୍ଷା ପାସ୍ କରି ଓକିଲ ହୋଇଥିଲେ ।
ହରିହର ରେଭେନ୍ସା କଲେଜରେ ପଢ଼ିବା ସମୟରେ ଖର୍ଚ୍ଚ ତୁଲାଇବା ପାଇଁ ଟିଉସନ୍ କରୁଥିଲେ ।
ହରି ଦଦେଇ ବଗିଚାକୁ ଗାଈଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଫାଟକଟିକୁ ବନ୍ଦ କରିଥିଲେ ।
ହରିହରଙ୍କ ପିତାଙ୍କ ନାମ ଗୋପବନ୍ଧୁ ଦାସ ଥିଲା ।
ଆଚାର୍ଯ୍ୟ ହରିହର ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ ।