Tap an option to check your answer instantly.
‘ଆମ ସୌର ଜଗତ’ କବିତାଟି କେଉଁ କବିଙ୍କ ଦ୍ୱାରା ରଚିତ?
ଦୂରତା କ୍ରମରେ ସୂର୍ଯ୍ୟଙ୍କଠାରୁ ପୃଥିବୀ କେତେ ନମ୍ବର ଗ୍ରହ?
ସୌରଜଗତର କେଉଁ ଗ୍ରହକୁ ‘ଲୋହିତ ଗ୍ରହ’ କୁହାଯାଏ?
ସୌରଜଗତର ସବୁଠାରୁ ବୃହତ୍ତମ ବା ବଡ଼ ଗ୍ରହ କିଏ?
ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ କିଏ?
ସୌରଜଗତର ସବୁଠାରୁ ଦୂରତମ ଗ୍ରହ କିଏ?
ସୂର୍ଯ୍ୟଙ୍କର ସବୁଠାରୁ ନିକଟତମ ତଥା କ୍ଷୁଦ୍ରତମ ଗ୍ରହ କିଏ?
ସୌରଜଗତରେ ସୂର୍ଯ୍ୟଙ୍କ ଚାରିପାଖରେ କେତୋଟି ଗ୍ରହ ପରିକ୍ରମଣ କରୁଛନ୍ତି?
ସୌରଜଗତର କେନ୍ଦ୍ରବିନ୍ଦୁ କିଏ ଅଟନ୍ତି?
ଶେଷରେ ଛାତ୍ରଛାତ୍ରୀମାନେ ବଡ଼ ହୋଇ କ’ଣ ହେବାକୁ ସଂକଳ୍ପ କରିଥିଲେ?
‘ମତ୍ସ୍ୟ-୬୦୦୦’ ଯାନ କେଉଁ ମସିହାରେ ସମୁଦ୍ର ଅଭିଯାନ କରିବାର ଲକ୍ଷ୍ୟ ଅଛି?
‘ମତ୍ସ୍ୟ-୬୦୦୦’ ସମୁଦ୍ରର କେତେ ମିଟର ଗଭୀରକୁ ଯିବାର ଲକ୍ଷ୍ୟ ରଖାଯାଇଛି?
‘ମତ୍ସ୍ୟ-୬୦୦୦’ ଯାନ କେଉଁ ସମୁଦ୍ରର ଗଭୀରକୁ ଯିବାର ଲକ୍ଷ୍ୟ ରଖାଯାଇଛି?
ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଭାରତରେ ନିର୍ମାଣ ଚାଲିଥିବା ଯାନର ନାମ କ’ଣ?
ସୂର୍ଯ୍ୟ ଦେହରେ ସୌରଝଡ଼ କିପରି ସୃଷ୍ଟି ହୋଇଥାଏ?
ଆଦିତ୍ୟ-L1 ସୂର୍ଯ୍ୟଙ୍କର କେତୋଟି ରଙ୍ଗୀନ ପ୍ରତିଛବି ପୃଥିବୀକୁ ପଠାଇଛି?
ସିଧାସଳଖ ସୂର୍ଯ୍ୟଙ୍କୁ ଖାଲି ଆଖିରେ କାହିଁକି ଦେଖିବା ଉଚିତ ନୁହେଁ?
ଆଦିତ୍ୟ-L1 ସୂର୍ଯ୍ୟଙ୍କ ଉତ୍ତାପରେ ପୋଡ଼ି ନଷ୍ଟ ନ ହେବାର କାରଣ କ’ଣ?
ଆଦିତ୍ୟ-L1 ସୂର୍ଯ୍ୟ ଚାରିପଟେ କେତେ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ?
ଆଦିତ୍ୟ-L1 କେଉଁ ତାରିଖରେ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା?
ଆଦିତ୍ୟ-L1 କେଉଁ ସଂସ୍ଥା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିଲା?
ନିମ୍ନଲିଖିତ ମଧ୍ୟରୁ କେଉଁଟି ସୂର୍ଯ୍ୟଙ୍କର ଏକ ପ୍ରତିଶବ୍ଦ ବା ନାମ ନୁହେଁ?
‘ଆଦିତ୍ୟ’ ଶବ୍ଦର ସଠିକ୍ ଅର୍ଥ କ’ଣ?
ସୂର୍ଯ୍ୟଙ୍କ ରହସ୍ୟ ଉନ୍ମୋଚନ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ କେଉଁ ଯାନ ନିର୍ମାଣ କରିଛନ୍ତି?
ସୂର୍ଯ୍ୟ ପୃଥିବୀଠାରୁ ଆନୁମାନିକ କେତେ ଦୂରରେ ଅବସ୍ଥିତ?