ସୂର୍ଯ୍ୟ ହେଉଛନ୍ତି ସୌରଜଗତର କେନ୍ଦ୍ରବିନ୍ଦୁ ଏବଂ ସକଳ ଶକ୍ତିର ଆଧାର ।
ମଙ୍ଗଳ ଗ୍ରହକୁ ବଳୟ ଗ୍ରହ ଏବଂ ଶନିକୁ ଲୋହିତ ଗ୍ରହ ବୋଲି କୁହାଯାଏ ।
ସୌରଜଗତର କ୍ଷୁଦ୍ରତମ ଗ୍ରହ ବୁଧ ଏବଂ ବୃହତ୍ତମ ଗ୍ରହ ହେଉଛି ବୃହସ୍ପତି ।
ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ ହେଉଛି ୟୁରେନ୍ସ ।
‘ମତ୍ସ୍ୟ-୬୦୦୦’ ଯାନ ୨୦୨୬ ମସିହାରେ ବଙ୍ଗୋପସାଗରର ୬୦୦୦ ମିଟର ଗଭୀରକୁ ଯିବାର ଲକ୍ଷ୍ୟ ରଖାଯାଇଛି ।
‘ମତ୍ସ୍ୟ-୬୦୦୦’ ହେଉଛି ଚନ୍ଦ୍ରର ରହସ୍ୟ ଜାଣିବା ପାଇଁ ନିର୍ମିତ ଏକ ନୂତନ ଚନ୍ଦ୍ରଯାନ ।
ଆଦିତ୍ୟ-L1 ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ଚାରିପଟେ ଘୂରି ରହସ୍ୟ ଉନ୍ମୋଚନ କରିବ ।
ଆଦିତ୍ୟ-L1 ମହାକାଶଯାନ ସୂର୍ଯ୍ୟଙ୍କର ମାତ୍ର ଦୁଇଟି କଳାଧଳା ଫଟୋ ପୃଥିବୀକୁ ପଠାଇଛି ।
ସୂର୍ଯ୍ୟ ଭିତରେ ଥିବା ଗ୍ୟାସ୍ଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ହୋଇ ବିସ୍ଫୋରଣ ଘଟିବାରୁ ସୌରଝଡ଼ ସୃଷ୍ଟି ହୁଏ ।
ଖାଲି ଆଖିରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ଆମ ଆଖି ପାଇଁ ଲାଭଦାୟକ ଅଟେ ।
ଆଦିତ୍ୟ, ଭାସ୍କର, ଭାନୁ, ରବି ଓ ସବିତା ହେଉଛି ସୂର୍ଯ୍ୟଙ୍କର ବିଭିନ୍ନ ନାମ ।
ଆଦିତ୍ୟ-L1 ସୂର୍ଯ୍ୟଙ୍କ ନିକଟକୁ ଯାଇ ତାଙ୍କ ପୃଷ୍ଠରେ ଅବତରଣ କରିଛି ।
‘ଭାରତୀୟ ମହାକାଶ ସଂସ୍ଥା’ (ISRO) ଦ୍ୱାରା ୨୦୨୩ ମସିହା ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-L1 ଉତ୍କ୍ଷେପଣ କରାଯାଇଥିଲା ।
ସୂର୍ଯ୍ୟ ପୃଥିବୀଠାରୁ ପ୍ରାୟ ୫.୧ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ।
ସୂର୍ଯ୍ୟ ହେଉଛି ମୁଖ୍ୟତଃ ହାଇଡ୍ରୋଜେନ୍ ଓ ହିଲିୟମ୍ ଗ୍ୟାସ୍ ଦ୍ୱାରା ଗଠିତ ଏକ ଉତ୍ତପ୍ତ ପିଣ୍ଡ ।