ସ୍କାନର ସାହାଯ୍ୟରେ କୌଣସି ବସ୍ତୁର ପ୍ରତିରୂପ ତିଆରି କରି କମ୍ପ୍ୟୁଟର ମଧ୍ୟରେ ପ୍ରବେଶ କରାଯାଇଥାଏ ।
ପ୍ରିଣ୍ଟର ସାହାଯ୍ୟରେ ବସ୍ତୁର ପ୍ରତିରୂପ ତିଆରି କରି କମ୍ପ୍ୟୁଟର ଭିତରକୁ ପ୍ରବେଶ କରାଯାଏ ।
ମୂଷା ପରି ଦେଖାଯାଉଥିବାରୁ ନିର୍ଦ୍ଦେଶ ଦେଉଥିବା ଯନ୍ତ୍ରଟିକୁ ମାଉସ୍ କୁହାଯାଏ ।
ଗୋଟିଏ ସାଧାରଣ କୀ-ବୋର୍ଡରେ କେବଳ ୫୦ଟି କୀ ରହିଥାଏ ।
ସି.ପି.ୟୁ.କୁ କମ୍ପ୍ୟୁଟରର ମୁଖ୍ୟ ଅଙ୍ଗ ତଥା ମସ୍ତିଷ୍କ ବୋଲି କୁହାଯାଏ ।
ମନିଟର କେବଳ ଗୋଟିଏ ପ୍ରକାରର ହୋଇଥାଏ ଏବଂ ତାହା କେବଳ ରଙ୍ଗୀନ୍ ଅଟେ ।
କମ୍ପ୍ୟୁଟରର କୁପରିଚାଳନା ମଣିଷ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ ।
କମ୍ପ୍ୟୁଟର ନିଜେ ନିଜକୁ ନିୟନ୍ତ୍ରଣ କରେ, ଏଥିପାଇଁ ମଣିଷର କୌଣସି ଆବଶ୍ୟକତା ନଥାଏ ।
ଆଧୁନିକ ବିଜ୍ଞାନ ବଳରେ ବିଶେଷଜ୍ଞମାନେ କଥାକୁହା କମ୍ପ୍ୟୁଟର ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି ।
କମ୍ପ୍ୟୁଟରକୁ ଯେକୌଣସି ଭୁଲ୍ ପ୍ରଶ୍ନ ପଚାରିଲେ ମଧ୍ୟ ସେ ସବୁବେଳେ ତାହାର ଉତ୍ତର ଦେଇଦିଏ ।
ଆନାଲୋଗ୍ କମ୍ପ୍ୟୁଟର ରୋଗର ଲକ୍ଷଣ ଅନୁସାରେ ଉପଯୁକ୍ତ ଔଷଧ ଓ ତା’ର ସେବନ ବିଧି ଜଣାଇଦିଏ ।
ନଦୀବନ୍ଧ ନିର୍ମାଣର ସମସ୍ତ ଅଟକଳ ହିସାବ କରିବା ପାଇଁ କମ୍ପ୍ୟୁଟର କୌଣସି ସାହାଯ୍ୟ କରିପାରେ ନାହିଁ ।
କମ୍ପ୍ୟୁଟର ସାହାଯ୍ୟରେ ପିଲାଙ୍କ ପରୀକ୍ଷା ଖାତା ଦେଖାଯିବା ସହ ପରୀକ୍ଷାଫଳ ବାହାର କରାଯାଉଛି ।
ଦୋକାନ ବା ହୋଟେଲରେ ବିଲ୍ ପ୍ରସ୍ତୁତ କରିବା ପାଇଁ ଅତି ଉଚ୍ଚକୋଟୀର କମ୍ପ୍ୟୁଟର ଆବଶ୍ୟକ ହୋଇଥାଏ ।
ମାନସିକ କାର୍ଯ୍ୟ ସମ୍ପନ୍ନ କରିବା ଦିଗରେ ମଣିଷକୁ ସାହାଯ୍ୟ କରିବା ପାଇଁ କମ୍ପ୍ୟୁଟର ଉଦ୍ଭାବିତ ହୋଇଛି ।