2ନିମ୍ନଲିଖିତ ତ୍ରି-ମାତ୍ରିକ ଆକୃତିଗୁଡ଼ିକର ପୃଷ୍ଠ ସଂଖ୍ୟା (F), ଶୀର୍ଷ ସଂଖ୍ୟା (V) ଏବଂ ଧାର ସଂଖ୍ୟା (E) ଉଲ୍ଲେଖ କରି ସାରଣୀ ପ୍ରସ୍ତୁତ କର ଏବଂ ପ୍ରତ୍ୟେକ କ୍ଷେତ୍ରରେ F + V - E ର ମୂଲ୍ୟ ନିର୍ଣ୍ଣୟ କର :
(କ) ସମଘନ
(ଖ) ଆୟତଘନ
(ଗ) ତ୍ରିଭୁଜାକୃତି ବିଶିଷ୍ଟ ପିରାମିଡ୍
(ଘ) ବର୍ଗାକୃତି ବିଶିଷ୍ଟ ପିରାମିଡ୍
(ଙ) ତ୍ରିଭୁଜାକୃତି ବିଶିଷ୍ଟ ପ୍ରିଜିମ୍