ବୃତ୍ତର ପ୍ରତ୍ୟେକ ବ୍ୟାସ ଏହାର କେନ୍ଦ୍ରବିନ୍ଦୁ ଦେଇ ଯାଇଥାଏ ।
ଧଉଳି ଶାନ୍ତି ସ୍ତୂପ କଟକ ସହରରେ ଅବସ୍ଥିତ ।
ବର୍ଗାକୃତି ବିଶିଷ୍ଟ ପିରାମିଡ୍ର ମୋଟ ୫ଟି ପୃଷ୍ଠ, ୫ଟି ଶୀର୍ଷ ଏବଂ ୮ଟି ଧାର ଥାଏ ।
ଏକ ଆୟତଚିତ୍ରର ସମସ୍ତ କୋଣ ସୂକ୍ଷ୍ମକୋଣ ଅଟନ୍ତି ।
ବୃତ୍ତର କେନ୍ଦ୍ରରୁ ବୃତ୍ତ ଉପରିସ୍ଥ ଯେ କୌଣସି ବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡକୁ ବ୍ୟାସାର୍ଦ୍ଧ କୁହାଯାଏ ।
ସିଲିଣ୍ଡରର କୌଣସି ସମତଳ ପୃଷ୍ଠ ନଥାଏ ।
ଲୁଡୁ ଗୋଟିରେ ସଂଖ୍ୟା ୧ ଲେଖାଥିବା ପୃଷ୍ଠର ବିପରୀତ ପୃଷ୍ଠରେ ସଂଖ୍ୟା ୬ ଥାଏ ।
ତ୍ରିଭୁଜର ଗୋଟିଏ ପାର୍ଶ୍ୱକୁ ଧୀରେ ଠେଲିଦେଲେ ଏହାର ଆକୃତି ସହଜରେ ବଦଳିଯାଏ ।
ଗୋଲକର କୌଣସି ଧାର କିମ୍ବା ଶୀର୍ଷ ନଥାଏ ।
ଏକ ସମଘନର ମୋଟ ୫ଟି ପୃଷ୍ଠ ଥାଏ ।
ସମସ୍ତ ପିରାମିଡ୍ର ପାର୍ଶ୍ୱଗୁଡ଼ିକ ତ୍ରିଭୁଜାକୃତି ଅଟେ ।
ଗୋଟିଏ ବୃତ୍ତରେ ବ୍ୟାସର ଲମ୍ବ ବ୍ୟାସାର୍ଦ୍ଧର ଲମ୍ବର ଅଧା ଅଟେ ।
ସୂକ୍ଷ୍ମକୋଣର ପରିମାଣ ସମକୋଣର ପରିମାଣ ଅପେକ୍ଷା କମ୍ ଅଟେ ।
ସ୍ଥୂଳକୋଣର ପରିମାଣ ଏକ ସମକୋଣର ପରିମାଣ ଅପେକ୍ଷା କମ୍ ।
ଯେତେବେଳେ ଦୁଇଟି ରେଖା ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି, ସେମାନେ ଏକ କୋଣ ସୃଷ୍ଟି କରନ୍ତି ।