ଲୋପା ମାଉସୀ ଟ୍ରେରେ ନଡ଼ିଆ ଲଡ଼ୁ ଓ କ୍ଷୀର ପେଡ଼ା ସଜାଇ ରଖିଥିଲେ।
ଲତିଶ୍ରୀ ଓ ବିମଳ କେବଳ ୫୦୦ ଟଙ୍କିଆ ନୋଟ୍ ବ୍ୟବହାର କରି ଖେଳୁଥିଲେ।
୨୮ ଏକ ଯୁଗ୍ମ ସଂଖ୍ୟା ଅଟେ।
୯୯ ଏକ ଯୁଗ୍ମ ସଂଖ୍ୟା ଅଟେ।
୧ ଓ ୬ ଅଙ୍କକୁ ନେଇ ଗଠିତ ୧୬ ଏକ ଯୁଗ୍ମ ସଂଖ୍ୟା ଅଟେ।
ଗୋଟିଏ ଯୁଗ୍ମ ସଂଖ୍ୟାର ଦୁଇପଟେ ଯୁଗ୍ମ ସଂଖ୍ୟା ହିଁ ରହିଥାଏ।
ଗୋଟିଏ ଅଯୁଗ୍ମ ସଂଖ୍ୟାର ଦୁଇପଟେ ଯୁଗ୍ମ ସଂଖ୍ୟା ଥାଏ।
୧ ରୁ ୧୦୦ ମଧ୍ୟରେ ଯୁଗ୍ମ ସଂଖ୍ୟାଗୁଡ଼ିକର ସଂଖ୍ୟା ଅଯୁଗ୍ମ ସଂଖ୍ୟାଠାରୁ ଅଧିକ ଅଟେ।
୪୧୫ ଏକ ଅଯୁଗ୍ମ ସଂଖ୍ୟା ଅଟେ।
୩୦୦ ଏକ ଅଯୁଗ୍ମ ସଂଖ୍ୟା ଅଟେ।
ଲୋପା ମାଉସୀ ପତ୍ର ବ୍ୟବହାର କରି ତଉପଦୀ ବା ଦନା ତିଆରି କରିଛନ୍ତି।
ମାୟାଧର ବାବୁ ପ୍ରତ୍ୟେକ ନଡ଼ିଆ ଗଛରୁ ୧୦ଟି ଲେଖାଏଁ ନଡ଼ିଆ ତୋଳିଥିଲେ।
୨ ର ଗୁଣନଖନ୍ଦାରେ ଥିବା ସମସ୍ତ ଗୁଣନଫଳ ଯୁଗ୍ମ ସଂଖ୍ୟା ହୋଇଥାଏ।
ଲତିଶ୍ରୀ ଗଠନ କରିଥିବା ସଂଖ୍ୟାଗୁଡ଼ିକ ଯୁଗ୍ମ ସଂଖ୍ୟା ଅଟେ।
ବିମଳ ଯୋଡ଼ି ଯୋଡ଼ି କରି ସଜାଇଥିବା ସଂଖ୍ୟାଗୁଡ଼ିକୁ ଯୁଗ୍ମ ସଂଖ୍ୟା କୁହାଯାଏ।