Tap an option to check your answer instantly.
୨, ୩, ୪ ଓ ୭ ଅଙ୍କଗୁଡ଼ିକୁ ଥରେ ଲେଖାଏଁ ବ୍ୟବହାର କରି ସର୍ବାଧିକ କେତୋଟି ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କରାଯାଇପାରିବ?
୨୦୦ ଓ ୮୦୦ ମଧ୍ୟରେ (ଉଭୟଙ୍କୁ ବାଦ ଦେଇ) କେତୋଟି ସଂଖ୍ୟା ଅଛି?
ଓଡ଼ିଶାର ସର୍ବୋଚ୍ଚ ପାହାଡ଼ ଦେଓମାଳୀର ଉଚ୍ଚତା କେତେ ମିଟର?
ନିମ୍ନଲିଖିତ କେଉଁ ସମ୍ପର୍କଟି ଠିକ୍ ଅଟେ?
୩୧୦୨ ଏବଂ ୩୦୧୨ ମଧ୍ୟରୁ କେଉଁଟି ବଡ଼ ଏବଂ କାହିଁକି?
୪୦୮୫ ସଂଖ୍ୟାରେ ଶତକ ସ୍ଥାନରେ କେଉଁ ଅଙ୍କ ଅଛି?
୩୦୦୦ + ୪୦୦ + ୫୦ + ୨ ର ସଂଖ୍ୟା ରୂପ କେଉଁଟି?
୨୨୨୨ ଓ ୩୨୨୨ ମଧ୍ୟରେ ନିମ୍ନଲିଖିତ ମଧ୍ୟରୁ କେଉଁ ସଂଖ୍ୟାଟି ଅଛି?
୨ ହଜାର ୦ ଶହ ୨ ଦଶ ୪ ଏକର ପ୍ରକୃତ ସଂଖ୍ୟା କେତେ?
୨୭୮୫ ସଂଖ୍ୟାକୁ ୧୦ ବଢ଼ାଇଲେ କେତେ ହେବ?
୧୮୯୫ ସଂଖ୍ୟାକୁ ୧ ବଢ଼ାଇଲେ କେତେ ହେବ?
୨୦୦୮, ୨୦୦୯ ପରବର୍ତ୍ତୀ କ୍ରମିକ ସଂଖ୍ୟାଟି କେଉଁଟି?
୧ ହଜାର, ୪ ଶହ, ୧୦ ଦଶ ଓ ୧୨ ଏକ ମିଶି କେତେ ହେବ?
୧୦ ଦଶ ଓ ୬ ଏକ ମିଶି କେଉଁ ସଂଖ୍ୟା ହେବ?
୧୦୦୦ ରୁ କେତେ ବିୟୋଗ କଲେ ବିୟୋଗଫଳ ୪୦୦ ହେବ?
୯୦୦ ସହିତ କେତେ ଯୋଗ କଲେ ଯୋଗଫଳ ୧୦୦୦ ହେବ?
କେତୋଟି ଶହକ ପଟା ମିଶିଲେ ଏକ ହଜାର ହୁଏ?
ଡାଏନ୍ସ ବ୍ଲକ୍ କିଏ ପ୍ରସ୍ତୁତ କରିଥିଲେ?
ଭାରତର ଉପକୂଳର ଦୈର୍ଘ୍ୟ କେତେ କିଲୋମିଟରରୁ ଅଧିକ?
କପିଳାସ ଶିବ ମନ୍ଦିରକୁ କେଉଁ ରାଜା ନିର୍ମାଣ କରିଥିଲେ?
ଢେଙ୍କାନାଳ ଜିଲ୍ଲାର କପିଳାସ ପାହାଡ଼ରେ ଥିବା ମନ୍ଦିରକୁ ଯିବା ପାଇଁ କେତୋଟି ପାହାଚ ଚଢ଼ିବାକୁ ପଡ଼େ?
ଭାରତୀୟ ସଂଖ୍ୟା ପ୍ରଣାଳୀରେ ସଂଖ୍ୟା ଲେଖିବା ପାଇଁ ମୋଟ କେତୋଟି ସୂଚକ ବା ଅଙ୍କ ବ୍ୟବହାର କରାଯାଏ?
ଭାରତୀୟ ସଂଖ୍ୟା ଲିଖନ ବ୍ୟବସ୍ଥା ପ୍ରାୟ କେତେ ବର୍ଷ ପୂର୍ବେ ଆବିଷ୍କାର କରାଯାଇଥିଲା?
୩ ଓ ୭ ଅଙ୍କକୁ ବ୍ୟବହାର କରି ଗଠିତ ତିନି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି କେଉଁଟି?
ଭୋଜିରେ ସର୍ବାଧିକ ଲୋକ କେଉଁ ସମୟ ଅବଧୂରେ ଖାଇବାକୁ ଆସିଥିଲେ?