4ରୋଜିଙ୍କ ଫୁଲ ବଗିଚାରେ ଗଛ ଲଗାଇବା ଯୋଜନାକୁ ଭିତ୍ତି କରି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ବିସ୍ତୃତ ଉତ୍ତର ଦିଅ:
(କ) ପ୍ରଥମେ ୫ ପ୍ରକାର ଗଛ ସମାନ ଭାବେ ଲଗାଇବା ବେଳେ ପ୍ରତି ପ୍ରକାର ଗଛ ବଗିଚାର କେତେ ଅଂଶ ଥିଲା?
(ଖ) ଗୋଲାପ ଗଛ ଯେତେବେଳେ କ୍ରମଶଃ ୨ ଭାଗ, ୩ ଭାଗ, ୪ ଭାଗ ଓ ୫ ଭାଗ ସ୍ଥାନ ନେଲା, ସେତେବେଳେ ସେଗୁଡ଼ିକୁ ଭଗ୍ନସଂଖ୍ୟା ଓ ଭାଷାରେ କିପରି ପ୍ରକାଶ କରାଗଲା?
5 marks