Tap an option to check your answer instantly.
୩୩୩ ସହିତ ୬୬୬ ଯୋଗ କଲେ କେତେ ହେବ?
୭୪୧ ରୁ ୨୭୩ ବିୟୋଗ କଲେ ବିୟୋଗଫଳ କେତେ ମିଳିବ?
୪୫୨ ସହିତ ୮୯ ଯୋଗ କଲେ ଯୋଗଫଳ କେତେ ହେବ?
ସୋନୁ ମହାପୁରୁଷଙ୍କ ଜୀବନୀ ବହିର (୧୨୮ ପୃଷ୍ଠା) ରୁ ୨୩ ପୃଷ୍ଠା ପଢ଼ିଲା ପରେ ଆଉ କେତେ ପୃଷ୍ଠା ବଳକା ରହିଲା?
ଜହ୍ନମାମୁଁ ବହିର ପୃଷ୍ଠା ସଂଖ୍ୟା ୩୦ ଏବଂ ନୀଳ ଛତା ବହିର ପୃଷ୍ଠା ସଂଖ୍ୟା ୯୦ ହେଲେ ଉଭୟର ମୋଟ ପୃଷ୍ଠା କେତେ?
୯୦୦ ରୁ ୩୨୮ ବିୟୋଗ କଲେ ବିୟୋଗଫଳ କେତେ ହେବ?
୮୩ ରୁ ୨୯ ବିୟୋଗ କଲେ ବିୟୋଗଫଳ କେତେ ହେବ?
୭୩୯ଟି ଖେଳନାରୁ ମେଳାରେ ୫୩୧ଟି ବିକ୍ରି ହେଲେ ଆଉ କେତୋଟି ଖେଳନା ବଳକା ରହିଲା?
ରାମ ମଉସା ଗତବର୍ଷ ୨୨୪ଟି ଓ ଏବର୍ଷ ୫୨୭ଟି ଆମ୍ବ ପାଇଲେ, ଏବର୍ଷ କେତୋଟି ଅଧିକ ଆମ୍ବ ପାଇଲେ?
ଲିଟୁ ଓ ମିଟୁ ପାଖରେ ଥିବା ୩୧୦ ଟଙ୍କାରୁ ୧୬୯ ଟଙ୍କା ବଳକା ରହିଲେ ସେମାନେ କେତେ ଟଙ୍କା ଖର୍ଚ୍ଚ କରିଥିଲେ?
୪୩୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୫ ଜଣ ବୁଲିବାକୁ ଗଲେ ଅପେକ୍ଷା କରିଥିବା ପିଲାଙ୍କ ସଂଖ୍ୟା କେତେ?
୮୩ ଜଣ ପିଲାଙ୍କ ମଧ୍ୟରୁ ୪୬ ଜଣ ମୁଢ଼ିମୁଆଁ କିଣିଲେ, କେତେ ଜଣ ଅଧିକ ପିଲା ମାଣ୍ଡିଆ ଲଡୁ କିଣିଲେ?
ଲିଟୁ ଓ ମିଟୁ କୁମ୍ପିରୁ ୧୮୫ ଟଙ୍କା ଏବଂ ମାଆଙ୍କଠାରୁ ୧୨୫ ଟଙ୍କା ନେଲେ ସେମାନଙ୍କ ପାଖରେ ମୋଟ କେତେ ଟଙ୍କା ହେଲା?
୩୮ ଟଙ୍କା ଏବଂ ୧୬ ଟଙ୍କାର ଯୋଗଫଳ କେତେ?
ପରିଭ୍ରମଣରେ ଗୋଟିଏ ବିଦ୍ୟାଳୟରୁ ୪୩୮ ଜଣ ଓ ଅନ୍ୟ ବିଦ୍ୟାଳୟରୁ ୪୭୨ ଜଣ ପିଲା ଗଲେ ସମୁଦାୟ କେତେ ଜଣ ପିଲା ଗଲେ?
ପ୍ରଥମ ବିଦ୍ୟାଳୟରୁ ୨୪ ଜଣ ଏବଂ ପଡ଼ୋଶୀ ବିଦ୍ୟାଳୟରୁ ୨୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗଲେ ସମୁଦାୟ କେତେ ଜଣ ଗଲେ?
ନିଳିମା ୪୨ ଟଙ୍କାର କମଳା କିଣି ୫୦୦ ଟଙ୍କାର ନୋଟ୍ ଦେଲେ କେତେ ଟଙ୍କା ଫେରସ୍ତ ପାଇବେ?
ମାଳା ୪୨ ଟଙ୍କାର କମଳା କିଣି ୨୦୦ ଟଙ୍କା ଦେଲେ ତାଙ୍କୁ କେତେ ଟଙ୍କା ଫେରସ୍ତ ମିଳିବ?
ସୁଦାମା ୪୨ ଟଙ୍କାର କମଳା କିଣି ୧୦୦ ଟଙ୍କାର ନୋଟ୍ ଦେଲେ କେତେ ଟଙ୍କା ଫେରସ୍ତ ପାଇବେ?
କୃଷ୍ଣ ୪୨ ଟଙ୍କାର କମଳା କିଣି ୫୦ ଟଙ୍କିଆ ନୋଟ୍ ଦେଲେ ତାଙ୍କୁ କେତେ ଟଙ୍କା ଫେରସ୍ତ ମିଳିବ?
ଗୋଟିଏ କମଳାର ଦାମ୍ ୨୧ ଟଙ୍କା ହେଲେ ଦୁଇଟି କମଳାର ମୋଟ ଦାମ୍ କେତେ?
୧ କି.ଗ୍ରା. କଦଳୀର ମୂଲ୍ୟ ୫୫ ଟଙ୍କା ହେଲେ ୩ କି.ଗ୍ରା. କଦଳୀର ଦାମ୍ କେତେ ଟଙ୍କା?
ଜଣେ ଗ୍ରାହକ ୪୩୫ ଟଙ୍କାର ସଉଦା କିଣି ଦୋକାନୀଙ୍କୁ ୫୦୦ ଟଙ୍କା ଦେଲେ କେତେ ଟଙ୍କା ଫେରସ୍ତ ପାଇବେ?
ଜଣେ ଗ୍ରାହକ ୧୮୫ ଟଙ୍କାର ଜିନିଷ କିଣି ୨୦୦ ଟଙ୍କାର ନୋଟ୍ ଦେଲେ କେତେ ଟଙ୍କା ଫେରସ୍ତ ପାଇବେ?
୧ କି.ଗ୍ରା. ପିଆଜର ଦାମ୍ ୩୨ ଟଙ୍କା ଏବଂ ୧ କି.ଗ୍ରା. ଆଳୁର ଦାମ୍ ୩୨ ଟଙ୍କା ହେଲେ ଉଭୟର ମୋଟ ମୂଲ୍ୟ କେତେ?