2ଆମ ରାଜ୍ୟ ଓଡ଼ିଶାର ତିନୋଟି ଜିଲ୍ଲାରେ ମାଙ୍କଡ଼ ସଂଖ୍ୟା ଗଣନା କରାଯାଇଛି। କୋରାପୁଟ ଜିଲ୍ଲାରେ ୧୧୩୧, ବାଲେଶ୍ୱର ଜିଲ୍ଲାରେ ୧୩୫୫ ଏବଂ ପୁରୀ ଜିଲ୍ଲାରେ ୧୮୧୨ଟି ମାଙ୍କଡ଼ ଥିବା ଜଣାପଡ଼ିଛି। ସ୍ଥାନୀୟ ମାନ (ହଜାର, ଶତକ, ଦଶକ, ଏକକ) ଅନୁସାରେ ସଜାଇ ତିନୋଟି ଜିଲ୍ଲାରେ ସର୍ବମୋଟ କେତୋଟି ମାଙ୍କଡ଼ ଅଛନ୍ତି ତାହା ବିସ୍ତୃତ ଭାବରେ ହିସାବ କର।
5 marks