Tap an option to check your answer instantly.
ଭୂତଳ ଜଳର ପୁନଃଭରଣା ବୃଦ୍ଧି କରିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ସହାୟକ ହୋଇଥାଏ ?
ପୋଖରୀ ହୁଡ଼ାରେ ଲମ୍ବା ଘାସ ପରି ବଢ଼ୁଥିବା ଉଦ୍ଭିଦଟି କେଉଁଟି ?
ପଦ୍ମ ଓ କଇଁ ପତ୍ର ଉପରେ କେଉଁ ପ୍ରକାର ଆବରଣ ଥିବାରୁ ପାଣିରେ ତାହା ସଢ଼ି ନଷ୍ଟ ହୁଏ ନାହିଁ ?
ପୋଖରୀରେ ଦେଖାଯାଉଥିବା ଜଳ ସାପ ସମ୍ବନ୍ଧରେ କେଉଁ ତଥ୍ୟଟି ସତ୍ୟ ?
ମଧୁର ଜଳରେ ବାସ କରୁଥିବା କଇଁଛର ଖୋଳ କିପରି ହୋଇଥାଏ ?
କଙ୍କି ସାଧାରଣତଃ ଜଳାଶୟ ନିକଟରେ ଉଡ଼ିବୁଲି କେଉଁ ଜୀବକୁ ଖାଇଥାଏ ?
ଭାରତର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା କେଉଁ ପ୍ରାଣୀର ପାଦ ପରଦାଯୁକ୍ତ ହୋଇଥିବାରୁ ଏହା ପାଣିରେ ଭଲ ଭାବରେ ପହଁରିପାରେ ?
କେଉଁ କୀଟ ଜଳ ଭିତରେ ରହି ନିଜର ଲାଞ୍ଜ ନଳୀ ସାହାଯ୍ୟରେ ଶ୍ୱାସକ୍ରିୟା କରେ ?
ଓଡ଼ିଶାର ପ୍ରଧାନ ନଦୀ ମହାନଦୀ କେଉଁ ସାଗରରେ ପତିତ ହୋଇଛି ?
ନିମ୍ନଲିଖିତ ମଧ୍ୟରୁ କେଉଁ ନଦୀଟି ଆରବ ସାଗର ଆଡ଼କୁ ପ୍ରବାହିତ ହୋଇଛି ?
ଭାରତରେ ଥିବା ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି”ର ଉଚ୍ଚତା କେତେ ?
ଭାରତର ପ୍ରଥମ “ଜଳ ଶକ୍ତି ସଂଗ୍ରହାଳୟ” କେଉଁ ସହରରେ ପ୍ରତିଷ୍ଠିତ ହୋଇଛି ?
ଉତ୍ତମ ଜଳ ପରିଚାଳନା ଓ ବର୍ଷାଜଳ ଅମଳ ପାଇଁ ଆଦର୍ଶ ହୋଇଥିବା ‘ହିୱାରେ ବଜାର’ ଗ୍ରାମ କେଉଁ ରାଜ୍ୟରେ ଅବସ୍ଥିତ ?
ଲୁଣିନଦୀ କେଉଁ ପର୍ବତମାଳାରୁ ଉତ୍ପନ୍ନ ହୋଇଛି ?
ଭାରତର କେଉଁ ପ୍ରମୁଖ ନଦୀ ସମୁଦ୍ରରେ ନ ମିଶି କଚ୍ଛର ରଣ୍ଣ ସନ୍ତସନ୍ତିଆ ଭୂମିରେ ମିଶିଯାଇଛି ?
ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥାନରେ ବର୍ଷାଜଳ ମାଟି ଭିତରକୁ ସହଜରେ ଯାଇପାରେ ନାହିଁ ?
ଆମେ ଭୂତଳ ଜଳକୁ କିପରି ସଂଗ୍ରହ କରି ବ୍ୟବହାର କରିଥାଉ ?
ମାଟି ଓ ପଥର ସ୍ତର ଦେଇ ଭୂତଳକୁ ଯାଇ ଜମା ହେଉଥିବା ଜଳକୁ କ'ଣ କୁହାଯାଏ ?
ମଣିପୁରର ଭାସମାନ ଜାତୀୟ ଉଦ୍ୟାନରେ ଥିବା ଭାସମାନ ଦ୍ୱୀପଗୁଡ଼ିକୁ କ'ଣ କୁହାଯାଏ ?
କେଇବୁଲ୍ ଲାମ୍ଜାଓ ଜାତୀୟ ଉଦ୍ୟାନ କେଉଁ ବିପଦଗ୍ରସ୍ତ ପ୍ରାଣୀ ପାଇଁ ପ୍ରସିଦ୍ଧ ?
ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ସୂର୍ଯ୍ୟଙ୍କ ତାପ ପ୍ରଭାବରେ ନଦୀ ଓ ସମୁଦ୍ରର ଜଳ କେଉଁଥିରେ ପରିଣତ ହୁଏ ?
ପ୍ରକୃତିରେ ଜଳର ନିରନ୍ତର ବୃତ୍ତାକାର ଗତିକୁ କ'ଣ କୁହାଯାଏ ?
ଷ୍ଟିଲ୍ ଗ୍ଲାସ୍ରେ ବରଫ ଖଣ୍ଡ ରଖିଲେ ଗ୍ଲାସ୍ର ବାହାର ପାଖରେ କାହିଁକି ଜଳ ବିନ୍ଦୁ ସୃଷ୍ଟି ହୁଏ ?
ପୃଥିବୀର ସମସ୍ତ ଜଳକୁ ଏକ ୨୦୦ ମି.ଲି. ଗ୍ଲାସର ଜଳ ବୋଲି ଧରିଲେ, ସେଥିରେ ମଧୁର ଜଳର ପରିମାଣ କେତେ ହେବ ?