ମହାନଦୀ ଆରବ ସାଗର ଆଡ଼କୁ ପ୍ରବାହିତ ହୋଇଥାଏ ।
ଭାରତର ପ୍ରଥମ “ଜଳ ଶକ୍ତି ସଂଗ୍ରହାଳୟ” ମୁମ୍ବାଇ ସହରରେ ଅବସ୍ଥିତ ।
ପୋଖରୀରେ ଦେଖାଯାଉଥିବା ଜଳ ସାପ ଏକ ବିଷହୀନ ସାପ ଅଟେ ।
କଙ୍କି ଏକ କ୍ଷତିକାରକ କୀଟ ଯାହା ପୋଖରୀ ନିକଟରେ ମଶାମାନଙ୍କ ବଂଶ ବୃଦ୍ଧି କରାଏ ।
ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର “ହୁମ୍ମା” ଠାରେ ସମୁଦ୍ର ଜଳରୁ ଲୁଣ ସଂଗ୍ରହ କରାଯାଏ ।
ପଦ୍ମ ଓ କଇଁ ପତ୍ରରେ ଥିବା ମହମ ପରି ଚିକ୍କଣ ଆବରଣ ପତ୍ର ମଧ୍ୟକୁ ଅଧିକ ଜଳ ପ୍ରବେଶ କରାଇଥାଏ ।
ଜଳ ବିଛା ନାମକ କୀଟ ତାହାର ଲାଞ୍ଜ ନଳୀ ସାହାଯ୍ୟରେ ଜଳ ଭିତରେ ଶ୍ୱାସକ୍ରିୟା କରିଥାଏ ।
ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ବାହାରିଥିବା ଲୁଣି ନଦୀ ବଙ୍ଗୋପସାଗରରେ ଯାଇ ମିଶିଛି ।
ମଣିପୁରର କେଇବୁଲ୍ ଲାମ୍ଜାଓ ହେଉଛି ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ।
ସହରରେ ସିମେଣ୍ଟ ଓ କଂକ୍ରିଟ୍ ରାସ୍ତା ନିର୍ମାଣ ହେବା ଯୋଗୁଁ ବର୍ଷାଜଳ ସହଜରେ ମାଟି ଭିତରକୁ ପ୍ରବେଶ କରେ ।
ପ୍ରକୃତିରେ ଜଳର ନିରନ୍ତର ବୃତ୍ତାକାର ଗତିକୁ “ଜଳଚକ୍ର” କୁହାଯାଏ ।
ଜଳ କେବଳ ତରଳ ଓ କଠିନ ଅବସ୍ଥାରେ ରହିପାରେ, ଏହାର କୌଣସି ଗ୍ୟାସୀୟ ଅବସ୍ଥା ନାହିଁ ।
କାଶ୍ମୀରର ଉଲାର ହ୍ରଦ ଏସିଆ ମହାଦେଶର ସର୍ବବୃହତ୍ ମଧୁର ଜଳାଶୟ ଅଟେ ।
ରାଜସ୍ଥାନରେ ବର୍ଷାଜଳ ସଂଗ୍ରହ ପାଇଁ ନିର୍ମାଣ କରାଯାଉଥିବା ପାରମ୍ପରିକ ମାଟି ବନ୍ଧକୁ “ଫୁମ୍ଡିସ୍” କୁହାଯାଏ ।
ପୃଥିବୀ ପୃଷ୍ଠରେ ମଧୁର ଜଳ ଅପେକ୍ଷା ଲୁଣିଆ ଜଳର ପରିମାଣ ଯଥେଷ୍ଟ ଅଧିକ ।