Tap an option to check your answer instantly.
ଭାରତ ସରକାରଙ୍କ ପରିବେଶ ମନ୍ତ୍ରାଳୟ (MoEFCC)ର ଲୋଗୋରେ କେଉଁ ଆଦର୍ଶ ବାକ୍ୟ ଲିଖିତ ଅଛି ?
ପ୍ରାଚୀନ ଭାରତୀୟ ବାର୍ତ୍ତା ‘ବସୁଧୈବ କୁଟୁମ୍ବକମ୍’ର ଅର୍ଥ କ’ଣ ?
ବିଶ୍ୱର ସବୁଠାରୁ ବଡ଼ ମନ୍ଦିର ‘ଅଙ୍ଗକୋରୱାଟ’ କେଉଁ ଦେଶରେ ଅବସ୍ଥିତ ?
ବହୁ ବର୍ଷ ପୂର୍ବେ ଆରବ ବ୍ୟବସାୟୀମାନେ ଭାରତକୁ କେଉଁ ଦୁଇଟି ଫଳ ଆଣିଥିଲେ ?
ବର୍ତ୍ତମାନ ବ୍ରାଜିଲର କ୍ଷୀର ଉତ୍ପାଦନର ତିନି-ଚତୁର୍ଥାଂଶ କ୍ଷୀର ଭାରତର କେଉଁ ତିନୋଟି ଗାଈ ପ୍ରଜାତିରୁ ମିଳିଥାଏ ?
ପର୍ତ୍ତୁଗୀଜ ବ୍ୟବସାୟୀମାନେ ଭାରତରୁ କେଉଁ ଦେଶକୁ ଭାରତୀୟ ଗାଈ ନେଇଯାଇଥିଲେ ?
ଭାରତର ପର୍ବପର୍ବାଣୀରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଗେଣ୍ଡୁଫୁଲ ମୂଳତଃ କେଉଁ ଦେଶରୁ ଆସିଛି ?
ପୋଷାକ ରଙ୍ଗ କରିବାରେ ବ୍ୟବହୃତ ଭାରତୀୟ ‘ନୀଳ’ ରଙ୍ଗ ପ୍ରାଚୀନ କାଳରେ କେଉଁ ଅଞ୍ଚଳରେ ରାଜାରାଜୁଡ଼ାମାନେ ବ୍ୟବହାର କରୁଥିଲେ ?
ଚିନିର ବ୍ୟବହାର ଜାଣିବା ପୂର୍ବରୁ ଲୋକମାନେ ଖାଦ୍ୟରେ ମିଠା ଅଂଶ ବଢ଼ାଇବା ପାଇଁ କ’ଣ ବ୍ୟବହାର କରୁଥିଲେ ?
ଆଖୁରସରୁ ଗୁଡ଼ ତିଆରି କରିବା ପଦ୍ଧତି ପ୍ରଥମେ କେଉଁ ଦେଶରେ ଆବିଷ୍କୃତ ହୋଇଥିଲା ?
ଭାରତରେ କାଗଜ ଆସିବା ପୂର୍ବରୁ ଲୋକମାନେ ଲେଖିବା ପାଇଁ କ’ଣ ବ୍ୟବହାର କରୁଥିଲେ ?
ବାଣିଜ୍ୟ ମାଧ୍ୟମରେ ‘କାଗଜ’ ପ୍ରଥମେ କେଉଁ ଦେଶରୁ ଭାରତକୁ ଆସିଥିଲା ?
ନିମ୍ନଲିଖିତ ମଧ୍ୟରୁ କେଉଁ ଖାଦ୍ୟସାମଗ୍ରୀଟି ଦୂର ଦେଶରୁ ଭାରତକୁ ଆସିଛି ?
ଭାରତକୁ ଲଙ୍କା ଆସିବା ପୂର୍ବରୁ ଲୋକମାନେ ରାଗ ସ୍ୱାଦ ପାଇଁ ଖାଦ୍ୟରେ କ’ଣ ବ୍ୟବହାର କରୁଥିଲେ ?
ପର୍ତ୍ତୁଗୀଜମାନେ ପ୍ରାୟ ୪୦୦ ରୁ ୫୦୦ ବର୍ଷ ପୂର୍ବେ କେଉଁ ସ୍ଥାନରୁ ଭାରତକୁ ଲଙ୍କା ଆଣିଥିଲେ ?
ବିଶ୍ୱପ୍ରସିଦ୍ଧ ‘ଚେସ୍’ ଏବଂ ‘ସାପସିଡ଼ି’ ଖେଳ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
ମିଳିତ ଜାତିସଂଘ କେଉଁ ମସିହାରେ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା ?
ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ କେଉଁ ତାରିଖକୁ “ଆନ୍ତର୍ଜାତୀୟ ଯୋଗ ଦିବସ” ରୂପେ ପାଳନ କରାଯାଏ ?
ଭାରତରେ କେତେ ବର୍ଷରୁ ଅଧିକ ସମୟ ଧରି ଯୋଗ ଅଭ୍ୟାସ ହୋଇଆସୁଛି ?
ପୁରାତନ କାଳରେ ବ୍ୟବସାୟୀମାନେ ଭାରତର କେଉଁ ମସଲାକୁ ‘କଳାସୁନା’ ବୋଲି କହୁଥିଲେ ?
‘କିଛି ନାହିଁ’ର ଧାରଣା ଦେଇଥିବା ‘ଶୂନ’ (୦) ର ଆବିଷ୍କାର ପ୍ରଥମେ କେଉଁ ଦେଶରେ ହୋଇଥିଲା ?
୩୦୦୦ରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଭାରତରେ ବିକଶିତ ହୋଇଥିବା ସର୍ବପୁରାତନ ଚିକିତ୍ସା ପଦ୍ଧତିର ନାମ କ’ଣ ?
ଗୋଲାପୀ ଷ୍ଟାର୍ଲିଙ୍ଗ୍ ପକ୍ଷୀ କେଉଁ କୀଟପତଙ୍ଗ ଖାଇ ଚାଷୀମାନଙ୍କ ଫସଲ ରକ୍ଷା କରିବାରେ ସାହାଯ୍ୟ କରନ୍ତି ?
ଗୋଲାପୀ ଷ୍ଟାର୍ଲିଙ୍ଗ୍ ପକ୍ଷୀର ଶରୀରରେ ମୁଖ୍ୟତଃ କେଉଁ ଦୁଇଟି ରଙ୍ଗ ଥାଏ ?
ଗୋଲାପୀ ଷ୍ଟାର୍ଲିଙ୍ଗ୍ ପକ୍ଷୀମାନେ ପ୍ରତି ଶୀତ ଋତୁରେ କେଉଁଠାରୁ ଭାରତକୁ ଉଡ଼ି ଆସନ୍ତି ?