ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବ ସତ୍ତା ରହିଛି ।
‘ବସୁଧୈବ କୁଟୁମ୍ବକମ୍’ କଥାଟିର ଅର୍ଥ ହେଉଛି କେବଳ ନିଜ ଦେଶର ଲୋକଙ୍କୁ ନିଜ ପରିବାର ବୋଲି ଭାବିବା ।
ବ୍ରାଜିଲର କ୍ଷୀର ଉତ୍ପାଦନରେ ଭାରତୀୟ ପ୍ରଜାତିର ଗାଈମାନଙ୍କର ପ୍ରମୁଖ ଅବଦାନ ରହିଛି ।
ଗେଣ୍ଡୁଫୁଲ ମୂଳତଃ ଭାରତର ଏକ ସ୍ଥାନୀୟ ଫୁଲ ଅଟେ ।
ଭାରତରୁ ଚାଉଳ, ଆମ୍ବ ଓ କଦଳୀ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯାଇଥିଲା ।
ଆଖୁରସରୁ ଗୁଡ଼ ଓ ଚିନି ତିଆରି କରିବା ପଦ୍ଧତି ପ୍ରଥମେ ଆମେରିକାରେ ଆବିଷ୍କୃତ ହୋଇଥିଲା ।
ଲଙ୍କା ଆସିବା ପୂର୍ବରୁ ଭାରତରେ ରାଗ ସ୍ୱାଦ ପାଇଁ କଳା ଗୋଲମରିଚ ବ୍ୟବହାର କରାଯାଉଥିଲା ।
ଭାରତକୁ ଲଙ୍କା ପ୍ରଥମେ ଚୀନ୍ ଦେଶର ବ୍ୟବସାୟୀମାନେ ଆଣିଥିଲେ ।
ପ୍ରାଚୀନ କାଳରେ ବ୍ୟବସାୟୀମାନେ ଗୋଲମରିଚକୁ ‘କଳାସୁନା’ କହୁଥିଲେ ।
ମିଳିତ ଜାତିସଂଘ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛି ।
ପ୍ରଥମେ ଭାରତରେ ‘ଶୂନ’ର ଆବିଷ୍କାର ହୋଇଥିଲା ।
ଗୋଲାପୀ ଷ୍ଟାର୍ଲିଙ୍ଗ୍ ପକ୍ଷୀମାନେ ଫସଲ ନଷ୍ଟ କରି କୃଷକମାନଙ୍କର କ୍ଷତି କରନ୍ତି ।
ପ୍ରତି ଶୀତ ଋତୁରେ ଗୋଲାପୀ ଷ୍ଟାର୍ଲିଙ୍ଗ୍ ପକ୍ଷୀମାନେ ଭାରତକୁ ଉଡ଼ି ଆସନ୍ତି ।
ଡିଜିପିନ୍ (DIGIPIN) ହେଉଛି ଭାରତର ପ୍ରତ୍ୟେକ ଛୋଟ ସ୍ଥାନ ପାଇଁ ଏକ ୬ ଅଙ୍କ ବିଶିଷ୍ଟ କୋଡ୍ ।
ମହାକାଶରୁ ପୃଥିବୀକୁ ଦେଖିଥିବା ପ୍ରଥମ ଭାରତୀୟ ମହାକାଶଚାରୀ ହେଉଛନ୍ତି ରାକେଶ ଶର୍ମା ।