ବାସି ପଖାଳ ଓ କାଞ୍ଜି ଭଳି ଖାଦ୍ୟ ଉପକାରୀ ଅଣୁଜୀବରେ ଭରପୂର ଏବଂ ଏହା ଶରୀରକୁ ଥଣ୍ଡା ରଖେ ।
ଲିଚୁ ଏକ ବାରମାସୀ ଫଳ ହୋଇଥିବାରୁ ଏହା ସବୁ ଋତୁରେ ସହଜରେ ମିଳିଥାଏ ।
ପୃଥିବୀରେ ମାଣ୍ଡିଆଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ସର୍ବବୃହତ୍ ରାଷ୍ଟ୍ର ଅଟେ ।
ଖାଇବା ସମୟରେ କଥାବାର୍ତ୍ତା କରିବା କିମ୍ବା ହସିବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।
ଦହିରେ ଥିବା ଉପକାରୀ ଅଣୁଜୀବ ପାକସ୍ଥଳୀର ହଜମ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି ।
ଲହୁଣୀ ଅପେକ୍ଷା ଘିଅ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ତାହାକୁ ସବୁବେଳେ ଫ୍ରିଜ୍ରେ ରଖିବା ଆବଶ୍ୟକ ।
ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୁଏ, ଯାହା ହଜମରେ ସାହାଯ୍ୟ କରେ ।
ଆମ ପାଟିରେ ଥିବା କର୍ତ୍ତନ ଦାନ୍ତର ମୁଖ୍ୟ କାର୍ଯ୍ୟ ହେଉଛି ଖାଦ୍ୟକୁ ଗୁଣ୍ଡ କରି ପେଷିବା ।
ବାୟୁରେ ଥିବା ଅଣୁଜୀବ ଇଡ଼ଲିକୁ ଫୁଲାଇବାରେ ସାହାଯ୍ୟ କରନ୍ତି ।
ମନୁଷ୍ୟମାନେ ପୃଥିବୀରେ ସର୍ବପ୍ରଥମେ ଖାଦ୍ୟ ସଂରକ୍ଷଣ କରିବା ଶିଖିଥିଲେ ।
ଖରାରେ ଶୁଖାଇବା ଦ୍ୱାରା ଖାଦ୍ୟରୁ ଜଳୀୟ ଅଂଶ ଦୂର ହୋଇଯାଏ, ଯାହା ଅଣୁଜୀବଙ୍କ ବୃଦ୍ଧିକୁ ରୋକିଥାଏ ।
ଖାଦ୍ୟରେ ଅଣୁଜୀବମାନଙ୍କ ବୃଦ୍ଧି ପାଇଁ ଅତ୍ୟଧିକ ଶୀତଳ ପରିବେଶ ଏକାନ୍ତ ଆବଶ୍ୟକ ।
ଆଚାରରେ ତେଲ ମିଶାଇବା ଦ୍ୱାରା ତାହା ଭିତରକୁ ବାୟୁ ପ୍ରବେଶ ବନ୍ଦ ହୋଇ ଖାଦ୍ୟ ସୁରକ୍ଷିତ ରହେ ।
ସମସ୍ତ ଅଣୁଜୀବ ଆମ ଶରୀର ଓ ଖାଦ୍ୟ ପାଇଁ କେବଳ କ୍ଷତିକାରକ ଅଟନ୍ତି ।
ଅଣୁଜୀବମାନଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ, ସେମାନଙ୍କୁ ଦେଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ର ଦରକାର ହୁଏ ।