Tap an option to check your answer instantly.
ଭାରତୀୟ ଦଶ ଟଙ୍କିଆ ନୋଟ୍ରେ କେଉଁ ପ୍ରସିଦ୍ଧ କୀର୍ତ୍ତିରାଜିର ଚିତ୍ର ରହିଛି ?
ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ‘କେଇବୁଲ୍ ଲାମ୍ଜାଓ’ କେଉଁ ରାଜ୍ୟରେ ଅବସ୍ଥିତ ?
ବିଶ୍ଵର ସର୍ବବୃହତ୍ ଡିଜିଟାଲ ଦେୟ ପଦ୍ଧତି ଭାବେ କେଉଁଟି ପରିଚିତ ?
ହିନ୍ଦୁସ୍ଥାନୀ ସଙ୍ଗୀତରେ ନିମ୍ନଲିଖିତ ମଧ୍ୟରୁ କେଉଁ ବାଦ୍ୟଯନ୍ତ୍ର ବ୍ୟବହୃତ ହୁଏ ?
କର୍ଣ୍ଣାଟକୀ ସଙ୍ଗୀତରେ କେଉଁ ବାଦ୍ୟଯନ୍ତ୍ରର ମୁଖ୍ୟ ବ୍ୟବହାର ଦେଖାଯାଏ ?
ଓଡ଼ିଶୀ ସଙ୍ଗୀତରେ ସାଧାରଣତଃ କେଉଁ କେଉଁ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ?
ଦୁଇ ଚକିଆ ଯାନ ଚଳାଇବା ସମୟରେ ମୁଣ୍ଡର ସୁରକ୍ଷା ପାଇଁ କ’ଣ ପିନ୍ଧିବା ବାଧ୍ୟତାମୂଳକ ଅଟେ ?
ହିମାଚଳ ପ୍ରଦେଶର ଲୋକମାନେ ପାରମ୍ପରିକ ଭାବେ ମୁଣ୍ଡରେ କ’ଣ ପିନ୍ଧିଥାନ୍ତି ?
ରାଜସ୍ଥାନ ରାଜ୍ୟର ପୁରୁଷମାନେ ପାରମ୍ପରିକ ଭାବେ ମୁଣ୍ଡରେ କ’ଣ ପିନ୍ଧନ୍ତି ?
ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏକାସାଙ୍ଗରେ କେତେ ଦର୍ଶକ ବସିବାର ସୁବିଧା ଅଛି ?
ବିଶ୍ଵର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ୍’ କେଉଁ ରାଜ୍ୟରେ ଅବସ୍ଥିତ ?
ଆମ ଦେଶ ଭାରତରେ ପ୍ରାୟ କେତେରୁ ଅଧିକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି ?
ସବୁଜ ଓ ନୀଳ ପୁଛ ଥିବା ଭାରତର ଜାତୀୟ ପକ୍ଷୀଟିର ନାମ କ’ଣ ?
ଭାରତର ଜାତୀୟ ପଶୁ କିଏ ?
ଭାରତରେ ସିଂହମାନେ ବର୍ତ୍ତମାନ କେଉଁ ରାଜ୍ୟର ଜଙ୍ଗଲରେ ଦେଖାଯାଆନ୍ତି ?
ଜାତୀୟ ସଙ୍କେତରେ ଥିବା ସିଂହମାନେ କାହାର ପ୍ରତୀକ ଅଟନ୍ତି ?
ଭାରତର ଜାତୀୟ ସଙ୍କେତର ସମ୍ମୁଖ ଭାଗରେ କେତୋଟି ସିଂହ ଦେଖାଯାଆନ୍ତି ?
ଭାରତର ପ୍ରାୟ କେତେ ଶତକଡ଼ା ଲୋକ ଡିଜିଟାଲ ପରିଚୟପତ୍ର ଭାବରେ ଆଧାରକାର୍ଡ଼ ବ୍ୟବହାର କରନ୍ତି ?
ଦୃଷ୍ଟିହୀନ ବ୍ୟକ୍ତିମାନେ କମ୍ପନ ଅନୁଭବ କରି ନୋଟ୍ ଚିହ୍ନିବା ପାଇଁ କେଉଁ ଆପ୍ ବ୍ୟବହାର କରନ୍ତି ?
‘ସ୍ୱଚ୍ଛ ଭାରତ ଅଭିଯାନ’ର ପ୍ରତୀକ ଚିହ୍ନ କେଉଁ ମହାପୁରୁଷଙ୍କ ଚଷମା ଉପରେ ଆଧାରିତ ?
ଭାରତୀୟ ମୁଦ୍ରା ବା ନୋଟ୍ ଉପରେ ଥିବା ଛୋଟ ଗୋଲ ଚଷମା କେଉଁ ଅଭିଯାନର ପ୍ରତୀକ ଅଟେ ?
ବିଶ୍ଵର ସର୍ବବୃହତ୍ତମ ଡାକସେବା କେଉଁ ଦେଶରେ ରହିଛି ?
କେଉଁ ବର୍ଷଠାରୁ ଭାରତରେ ସମ୍ବିଧାନ ଅନୁସରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ?
ଦେଶ ଶୃଙ୍ଖଳିତ ଭାବରେ ଚାଲିବା ପାଇଁ ପ୍ରସ୍ତୁତ କରାଯାଇଥିବା ବିଶେଷ ନିୟମାବଳୀ ପୁସ୍ତକକୁ କ’ଣ କୁହାଯାଏ ?
ଭାରତ କେଉଁ ବର୍ଷ ଓ ତାରିଖରେ ସ୍ୱାଧୀନ ହୋଇଥିଲା ?