ସିକିମ୍ ହେଉଛି ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ।
ଓଡ଼ିଶାର ଚିଲିକା ହ୍ରଦ ହେଉଛି ଭାରତର ସବୁଠାରୁ ବଡ଼ ମଧୁର ପାଣିର ହ୍ରଦ ।
ସିଂହ ଲାଞ୍ଜିଆ ମାଙ୍କଡ଼ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଆନ୍ତି ।
କେରଳର 'ନୀରବ ଉପତ୍ୟକା' ଅରଣ୍ୟରେ ଝିଙ୍କାରୀ ପରି କୀଟପତଙ୍ଗଙ୍କର ପ୍ରଚଣ୍ଡ ଶବ୍ଦ ଶୁଣାଯାଏ ।
ଉତ୍ତର-ପୂର୍ବ ଭାରତରେ ଗଛର ଜୀବନ୍ତ ଚେର ସାହାଯ୍ୟରେ ମଜଭୁତ ସେତୁ ନିର୍ମାଣ କରାଯାଏ ।
ମହାରାଷ୍ଟ୍ରର 'ୱାର୍ଲି ଚିତ୍ରକଳା'ରେ କୃତ୍ରିମ ରାସାୟନିକ ରଙ୍ଗ ବ୍ୟବହାର କରାଯାଏ ।
ଫସଲକୁ ହାତୀମାନଙ୍କ କବଳରୁ ରକ୍ଷା କରିବା ପାଇଁ ଭୁତ୍ ଜୋଲୋକିଆ ବ୍ୟବହାର କରାଯାଏ ।
ଜଙ୍ଗଲୀ ଲଙ୍କା ବା 'ଭୁତ୍ ଜୋଲୋକିଆ' ରାଜସ୍ଥାନ ମରୁଭୂମିରେ ଉତ୍ପାଦନ ହୁଏ ।
ସୁନ୍ଦରବନରେ ବାଘଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ମୁହଁ ପଛପଟେ ମୁଖା ପିନ୍ଧିଥାନ୍ତି ।
ହେନ୍ତାଳ ଗଛର ଚେରଗୁଡ଼ିକ କେବେହେଲେ ଜଳ ବା ମାଟି ଉପରକୁ ବାହାରି ନଥାଏ ।
ସୁନ୍ଦରବନ ହେଉଛି ବିଶ୍ଵର ସର୍ବବୃହତ୍ ହେନ୍ତାଳ ବଣ ।
ଉତ୍ତର ସେଣ୍ଟିନେଲ୍ ଦ୍ଵୀପପୁଞ୍ଜର ଲୋକମାନେ ବାହାରୁ ଭ୍ରମଣକାରୀ ଆସିବାକୁ ପସନ୍ଦ କରନ୍ତି ।
ଚାରିପାଖ ଜଳରାଶି ଦ୍ଵାରା ଘେରି ରହିଥିବା ଏକ ସ୍ଥଳଭାଗକୁ ଦ୍ଵୀପ କୁହାଯାଏ ।
ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ରାଜଧାନୀ ହେଉଛି କୋଲକାତା ।
ବିଶ୍ଵର ସମୁଦାୟ ବାଘସଂଖ୍ୟାର ଶତକଡ଼ା ୭୫ ଭାଗ ବାଘ ଭାରତରେ ଦେଖାଯାନ୍ତି ।