ନୂଆଖାଇ ହେଉଛି ବର୍ଷା ଋତୁରେ ପ୍ରଥମ ଧାନ ଅମଳ ଉପଲକ୍ଷେ ପାଳିତ ହେଉଥିବା ଏକ ଗଣପର୍ବ ।
କେରଳ ଏବଂ କାଶ୍ମୀର ଉପତ୍ୟକାରେ ସମାନ ପ୍ରକାରର ଶୀତ ଋତୁ ଅନୁଭୂତ ହୋଇଥାଏ ।
ଗ୍ରୀଷ୍ମ ଋତୁରେ ପଡ଼ୁଥିବା ଅକ୍ଷୟ ତୃତୀୟା ଦିନ କୃଷକମାନେ ଧାନ ବୁଣା କାର୍ଯ୍ୟର ଅନୁକୂଳ କରନ୍ତି ।
ଅକ୍ଷୟ ତୃତୀୟା ପର୍ବଟି ଶୀତ ଋତୁରେ ରବି ଫସଲ ଅମଳ ସମୟରେ ପାଳନ କରାଯାଏ ।
ବର୍ଷା ଋତୁରେ ଗାତରେ ଜଳ ପଶିଯାଉଥିବାରୁ ସାପମାନେ ବାହାରକୁ ଆସନ୍ତି ।
ପିମ୍ପୁଡ଼ିମାନେ ଅଣ୍ଡା ଧରି ଉଚ୍ଚସ୍ଥାନକୁ ଯିବା ଦେଖିଲେ ପ୍ରବଳ ଖରା ହେବ ବୋଲି ଜଣାପଡ଼େ ।
ଭାରତରେ ପ୍ରତି ଦୁଇ ମାସରେ ପ୍ରକୃତିର ପରିବର୍ତ୍ତନକୁ ଆଧାର କରି ଛଅଟି ଋତୁ ଅନୁଭୂତ ହୁଏ ।
ପୃଥିବୀର ସବୁଠାରୁ ଆର୍ଦ୍ର ସ୍ଥାନ ହେଉଛି ରାଜସ୍ଥାନର ‘ଥର ମରୁଭୂମି’ ।
ପ୍ରକୃତିର ପୁନରାବୃତ୍ତି ହେଉଥିବା ବାର୍ଷିକ ପରିବର୍ତ୍ତନର ଧାରାକୁ ‘ଋତୁ’ କୁହାଯାଏ ।
ଓଡ଼ିଶାରେ କାଉ ରାବିଲେ କୃଷକମାନେ ବର୍ଷା ହେବାର ସୂଚନା ପାଇ ବିଲରେ ମଞ୍ଜି ବୁଣନ୍ତି ।
ଗ୍ଲୋବ୍ ହେଉଛି ପୃଥିବୀକୁ ଦର୍ଶାଉଥିବା ବଲ୍ ପରି ଏକ ଆଦର୍ଶ ନମୁନା ବା ମଡେଲ ।
ଗ୍ଲୋବ୍ରେ ଥିବା ନୀଳ ଅଂଶଟି ପୃଥିବୀର ପ୍ରାୟ ଏକ-ଚତୁର୍ଥାଂଶ ସ୍ଥାନ ଆଚ୍ଛାଦିତ କରିଛି ।
ଅରୁଣାଚଳ ପ୍ରଦେଶର ‘ଡଙ୍ଗ’ ଗ୍ରାମରେ ଭାରତର ସର୍ବପ୍ରଥମ ସୂର୍ଯ୍ୟକିରଣ ପଡ଼ିଥାଏ ।
ପୃଥିବୀ ସ୍ଥିର ରହିଥାଏ ଏବଂ ସୂର୍ଯ୍ୟ ହିଁ ବାସ୍ତବରେ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରେ ।
ଭାରତରେ ବର୍ଷସାରା ୧୦୦୦ ରୁ ଅଧିକ ପର୍ବ ପାଳନ କରାଯାଇଥାଏ ।