Tap an option to check your answer instantly.
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିରତି ୧୨:୩୦ pm ରେ ଆରମ୍ଭ ହୋଇ ୩୫ ମିନିଟ୍ ପରେ ଶେଷ ହୁଏ । ବିରତି କେତେବେଳେ ଶେଷ ହୁଏ ?
ଦିଶା ୫:୩୦ pm ରେ ବାହାରକୁ ଯାଏ ଓ ୧ ଘଣ୍ଟା ୧୦ ମିନିଟ୍ ପରେ ଫେରେ । ସେ କେତେବେଳେ ଫେରେ ?
ପିଲାମାନେ ୦୮:୩୦ am ରେ ବାହାରି ୪ ଘଣ୍ଟା ୧୦ ମିନିଟ୍ ପରେ ଫେରିଲେ । ସେମାନେ କେତେବେଳେ ଫେରିଲେ ?
ରାଣୀ ୧ ଘଣ୍ଟା ୧୦ ମିନିଟ୍ କାମ କରି ୦୯:୪୦ pm ରେ ଶେଷ କଲା । ସେ କେତେବେଳେ କାମ ଆରମ୍ଭ କରିଥିଲା ?
ଜ୍ୟୋତି ୦୨:୧୩ pm ରେ ଖେଳିବାକୁ ଗଲା ଏବଂ ୧ ଘଣ୍ଟା ୪୫ ମିନିଟ୍ ପରେ ଫେରିଲା । ସେ କେତେବେଳେ ପହଞ୍ଚିଲା ?
ରଘୁ ସକାଳ ୮ ଟାରେ ବାହାରି ୦୯:୦୫ ରେ ଅଜାଙ୍କ ଘରେ ପହଞ୍ଚିଲା । ସେ କେତେ ସମୟ ନେଲା ?
ରାଘବ ୪ ଟି ବିଷୟ ପଢ଼େ ଏବଂ ପ୍ରତ୍ୟେକ ବିଷୟକୁ ୫୦ ମିନିଟ୍ ସମୟ ନିଏ । ସେ ମୋଟ କେତେ ସମୟ ପଢ଼େ ?
୧୦ ମିନିଟ୍ ୧୩ ସେକେଣ୍ଡ କେତେ ସେକେଣ୍ଡ ହେବ ?
୪ ମିନିଟ୍ ୮ ସେକେଣ୍ଡ କେତେ ସେକେଣ୍ଡ ସହ ସମାନ ?
୩୨୦ ସେକେଣ୍ଡକୁ ମିନିଟ୍ ଓ ସେକେଣ୍ଡରେ ପ୍ରକାଶ କଲେ କେତେ ହେବ ?
୧୫୦ ମିନିଟ୍ କେତେ ଘଣ୍ଟା ଓ କେତେ ମିନିଟ୍ ସହ ସମାନ ?
୭୫ ମିନିଟ୍ କେତେ ଘଣ୍ଟା ଓ କେତେ ମିନିଟ୍ ?
୩ ଘଣ୍ଟା ୧୫ ମିନିଟ୍ କେତେ ମିନିଟ୍ ସହ ସମାନ ?
୨ ଘଣ୍ଟା ୪୫ ମିନିଟ୍ କେତେ ମିନିଟ୍ ସହ ସମାନ ?
୧ ଘଣ୍ଟା ୧୦ ମିନିଟ୍ କେତେ ମିନିଟ୍ ?
୩ ଘଣ୍ଟା କେତେ ମିନିଟ୍ ସହିତ ସମାନ ?
୨ ଘଣ୍ଟା କେତେ ମିନିଟ୍ ସହିତ ସମାନ ?
ନିମ୍ନୋକ୍ତ ମଧ୍ୟରୁ କେଉଁ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବା ପାଇଁ ମିନିଟ୍ ସମୟର ଆବଶ୍ୟକତା ଥାଏ ?
ନିମ୍ନଲିଖିତ କେଉଁ କାର୍ଯ୍ୟଟି କରିବା ପାଇଁ ସାଧାରଣତଃ ସେକେଣ୍ଡ ସମୟ ଲାଗିଥାଏ ?
୨୪ ଘଣ୍ଟିଆ ସମୟ ହିସାବରେ '୨୩:୪୫ ଘଣ୍ଟା' ୧୨ ଘଣ୍ଟିଆ ହିସାବରେ କେତେ ହେବ ?
୨୪ ଘଣ୍ଟିଆ ସମୟ ହିସାବରେ '୨୦:୪୫ ଘଣ୍ଟା' ୧୨ ଘଣ୍ଟିଆ ହିସାବରେ କେତେ ହେବ ?
୧୨ ଘଣ୍ଟିଆ ସମୟ ହିସାବରେ '୦୯:୩୫ pm' ୨୪ ଘଣ୍ଟିଆ ସମୟ ହିସାବରେ କେତେ ହେବ ?
୧୨ ଘଣ୍ଟିଆ ସମୟ ହିସାବରେ '୦୫:୩୦ pm' କୁ ୨୪ ଘଣ୍ଟିଆ ସମୟରେ କ'ଣ କୁହାଯିବ ?
୧୨ ଘଣ୍ଟିଆ ସମୟ ହିସାବରେ '୦୨:୩୦ pm' କୁ ୨୪ ଘଣ୍ଟିଆ ହିସାବରେ କେତେ ଲେଖାଯିବ ?
୧୨ ଘଣ୍ଟିଆ ସମୟ ହିସାବରେ '୦୮:୩୫ am' କୁ ୨୪ ଘଣ୍ଟିଆ ହିସାବରେ କିପରି ଲେଖାଯାଏ ?