ଦୌଡ଼ ପ୍ରତିଯୋଗିତା ଭଳି ଖେଳରେ କମ୍ ସମୟର ପାର୍ଥକ୍ୟ ଜାଣିବା ପାଇଁ ‘ସେକେଣ୍ଡ’ ଏକକ ସାହାଯ୍ୟ କରେ ।
୩ ମିନିଟ୍ ୧୫ ସେକେଣ୍ଡ ମୋଟ ୩୦୦ ସେକେଣ୍ଡ ସହିତ ସମାନ ।
ରାଣୀ ଏକ ଆୟତକ୍ଷେତ୍ର ରଙ୍ଗ କରିବା ପାଇଁ ୩୦ ସେକେଣ୍ଡ ସମୟ ନେଇଥିଲା ।
୭୫ ମିନିଟ୍ କହିଲେ ୨ ଘଣ୍ଟା ୧୫ ମିନିଟ୍ ଅଟେ ।
ରାଘବ ୪ଟି ବିଷୟ ପଢ଼ିବା ପାଇଁ ପ୍ରତ୍ୟେକ ବିଷୟ ପିଛା ୫୦ ମିନିଟ୍ ହିସାବରେ ମୋଟ ୨୦୦ ମିନିଟ୍ ସମୟ ନିଏ ।
ରାଘବ ତା ଘରୁ ବଗିଚା ପର୍ଯ୍ୟନ୍ତ ଯିବାକୁ ୨୦ ସେକେଣ୍ଡ ସମୟ ନେଇଥିଲା ।
ରଘୁ ସକାଳ ୮:୦୦ ରେ ଘରୁ ବାହାରି ୦୯:୦୫ ରେ ଅଜାଙ୍କ ଘରେ ପହଞ୍ଚିବାକୁ ୧ ଘଣ୍ଟା ୫ ମିନିଟ୍ ସମୟ ନେଇଥିଲା ।
୨୪ ଘଣ୍ଟିଆ ସମୟ ହିସାବରେ ସକାଳ ୦୮:୩୫ am କୁ ୨୦:୩୫ ଘଣ୍ଟା କୁହାଯାଏ ।
୧୨୦ ମିନିଟ୍ କହିଲେ ୨ ଘଣ୍ଟାକୁ ବୁଝାଏ ।
ଆଖିପତା ପକାଇବା ପାଇଁ ଅନେକ ମିନିଟ୍ ସମୟ ଲାଗିଥାଏ ।
ଘଣ୍ଟାର ମିନିଟ୍ କଣ୍ଟା ସମ୍ପୂର୍ଣ୍ଣ ଥରେ ଘୁରିଲେ ସେକେଣ୍ଡ କଣ୍ଟାଟି ୬୦ ଥର ପୂର୍ଣ୍ଣ ଘୂର୍ଣ୍ଣନ କରିଥାଏ ।
ଚିତ୍ର ଅଙ୍କନ କରିବାରେ ରାଘବ ସବୁଠାରୁ ଅଧିକ ସମୟ ନେଇଥିଲା ।
୨୪ ଘଣ୍ଟିଆ ସମୟ ହିସାବରେ ଅପରାହ୍ନ ୦୨:୩୦ pm କୁ ୧୪:୩୦ ଘଣ୍ଟା ଲେଖାଯାଏ ।
୧ ଘଣ୍ଟା ୧୦୦ ମିନିଟ୍ ସହିତ ସମାନ ।
୧ ମିନିଟ୍ ୬୦ ସେକେଣ୍ଡ ସହିତ ସମାନ ।