3ଆବାସିକ ଅଞ୍ଚଳର ମାନଚିତ୍ର ଅନୁଯାୟୀ ବସ୍ର ଗତିପଥ ବିଷୟରେ ବୁଝାଇ ଲେଖ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ:
(କ) ଜୟଦୀପର ଘରର ପୂର୍ବ ଦିଗରେ କେଉଁମାନଙ୍କର ଘର ଅଛି ?
(ଖ) ଲାଲିର ଘରକୁ କେଉଁ ବସ୍ ରହଣି ସ୍ଥାନ ଅଧିକ ନିକଟତର ?
(ଗ) ପ୍ରେମକୁ ବସ୍ ରହଣି ସ୍ଥାନ-୨ରେ ପହଞ୍ଚିବା ପାଇଁ କେଉଁ ଦିଗରେ ଯିବାକୁ ପଡ଼ିବ ?
(ଘ) ଗୋଲୁ କିପରି ତାର ନିକଟତମ ବସ୍ ରହଣି ସ୍ଥାନରେ ପହଞ୍ଚିପାରିବ ?
10 marks