Tap an option to check your answer instantly.
୫ ଲିଟର କମଳା ରସକୁ ୨୫୦ ମି.ଲି. କ୍ଷମତା ଥିବା ଗ୍ଲାସ୍ରେ ବାଣ୍ଟିଲେ କେତୋଟି ପୂର୍ଣ୍ଣ ଗ୍ଲାସ୍ ଭରିହେବ ?
୯ ଲିଟର୍ରୁ ୫ ଲିଟର ୩୦୦ ମି.ଲି. ବିୟୋଗ କଲେ କେତେ ରହିବ ?
୨ ଲିଟର ୫୦୦ ମି.ଲି. ଏବଂ ୨ ଲିଟର ୮୦୦ ମି.ଲି. ମିଶିଲେ କେତେ ହେବ ?
୧ ଲିଟର ୪୦୦ ମିଲିଲିଟର୍ରେ କେତେ ମିଲିଲିଟର ଥାଏ ?
ଭବାନୀ ୫୦୦ ମି.ଲି. ବିଶିଷ୍ଟ ୨ ବୋତଲ ପାଣି ପିଇଲେ ସେ ମୋଟରେ କେତେ ଲିଟର ପାଣି ପିଇଲା ?
୪ ଜଣ ଲୋକଙ୍କ ପାଇଁ ୫୦୦ ଗ୍ରାମ୍ ଚାଉଳ ଲାଗିଲେ, ୮ ଜଣଙ୍କ ପାଇଁ କେତେ ଚାଉଳ ଲାଗିବ ?
ପ୍ରତି କି.ଗ୍ରା. ଚାଉଳର ଦର ୨୦ ଟଙ୍କା ହେଲେ, ୧୨ କି.ଗ୍ରା. ୫୦୦ ଗ୍ରାମ୍ ଚାଉଳର ମୂଲ୍ୟ କେତେ ହେବ ?
୪ କି.ଗ୍ରା. ୮୦୦ ଗ୍ରାମ୍ ବାଦାମକୁ ସମାନ ଭାବରେ ୪ଟି ବ୍ୟାଗରେ ବାଣ୍ଟିଲେ ପ୍ରତ୍ୟେକ ବ୍ୟାଗ୍ର ଓଜନ କେତେ ହେବ ?
ଏକ ଆଳୁ ବସ୍ତାର ଓଜନ ୧୦ କି.ଗ୍ରା. ୫୦୦ ଗ୍ରାମ୍ ହେଲେ, ସେହିପରି ୪ଟି ବସ୍ତାର ମୋଟ ଓଜନ କେତେ ହେବ ?
୧୦ କି.ଗ୍ରା. ବାଲି ବସ୍ତାରୁ ୪ କି.ଗ୍ରା. ୫୦୦ ଗ୍ରାମ୍ ବାଲି ବ୍ୟବହାର କଲେ କେତେ ବାଲି ବଳକା ରହିବ ?
୨ କି.ଗ୍ରା. ୫୦୦ ଗ୍ରାମ୍ରୁ ୧ କି.ଗ୍ରା. ୭୫୦ ଗ୍ରାମ୍ ବିୟୋଗ କଲେ କେତେ ଅବଶିଷ୍ଟ ରହିବ ?
୨ କି.ଗ୍ରା. ୫୦୦ ଗ୍ରାମ୍ ଏବଂ ୧ କି.ଗ୍ରା. ୭୫୦ ଗ୍ରାମ୍ର ଯୋଗଫଳ କେତେ ?
ରାଜା ଜନ୍ମଦିନରେ ତାଙ୍କ ଓଜନର ୧୦ ଗୁଣ ଅର୍ଥାତ୍ ୮୦୦ କି.ଗ୍ରା. ଗହମ ଦାନ କଲେ, ତେବେ ରାଜାଙ୍କ ନିଜ ଓଜନ କେତେ ଥିଲା ?
ଏକ ହାତୀର ଓଜନ ୫,୦୦୦ କି.ଗ୍ରା. ହେଲେ, ତା'ର ୪୦ ଗୁଣ ଓଜନ ଥିବା ତିମିର ଓଜନ କେତେ ହେବ ?
୮ ଟନ୍ କେତେ କିଲୋଗ୍ରାମ୍ ହେବ ?
୫,୦୦୦ କିଲୋଗ୍ରାମ୍ କେତେ ଟନ୍ ସହିତ ସମାନ ?
୧୦ ଗ୍ରାମ୍ ୫୦୦ ମିଲିଗ୍ରାମ୍ର ମୋଟ ଓଜନ କେତେ ମିଲିଗ୍ରାମ୍ ହେବ ?
୪ ଗ୍ରାମ୍ ୧୦୦ ମିଲିଗ୍ରାମ୍ର ଓଜନ ମିଲିଗ୍ରାମ୍ରେ କେତେ ହେବ ?
ଗୋଟିଏ ଚିନି ପ୍ୟାକେଟ୍ର ଓଜନ ୫ ଗ୍ରାମ୍ ହେଲେ, ଏହାର ଓଜନ କେତେ ମିଲିଗ୍ରାମ୍ ହେବ ?
ନିମ୍ନଲିଖିତ ମଧ୍ୟରୁ କେଉଁ ସମ୍ପର୍କଟି ସଠିକ୍ ?
୪,୦୮୦ ଗ୍ରାମ୍କୁ କିଲୋଗ୍ରାମ୍ ଏବଂ ଗ୍ରାମ୍ରେ ପ୍ରକାଶ କଲେ କେତେ ହେବ ?
୭,୨୫୦ ଗ୍ରାମ୍ରେ କେତେ କିଲୋଗ୍ରାମ୍ ଓ କେତେ ଗ୍ରାମ୍ ଥାଏ ?
୫ କିଲୋଗ୍ରାମ୍ ୫୦ ଗ୍ରାମ୍କୁ ଗ୍ରାମ୍ରେ ପ୍ରକାଶ କଲେ କେତେ ହେବ ?
୩ କିଲୋଗ୍ରାମ୍ ୫୦୦ ଗ୍ରାମ୍କୁ କେବଳ ଗ୍ରାମ୍ରେ ପ୍ରକାଶ କଲେ କେତେ ହେବ ?
୧ ଟନ୍ରେ କେତେ କ୍ୱିଣ୍ଟାଲ୍ ଥାଏ ?