Tap an option to check your answer instantly.
ମମିତାର ଏପରି ଦୟାଳୁ ଓ ସେବାଭାବ ଦେଖି ଗୁରୁଜୀ କ’ଣ କହିଲେ ?
ମାଆଙ୍କ କହିବା ଅନୁଯାୟୀ ମମିତାର ସବୁଠାରୁ ମହତ ଗୁଣ କ’ଣ ଥିଲା ?
ମମିତା ବୃଷଭଟିକୁ କ’ଣ ବୋଲି କହିଥିଲା ?
ମନ୍ଦିର ନିକଟରେ ମମିତା ଠାକୁରଙ୍କୁ ନ ଦେଇ କାହାକୁ ଫଳ ଖୁଆଇଦେଲା ?
ବୃଦ୍ଧାଶ୍ରମର ବୟସ୍କ ବ୍ୟକ୍ତିମାନେ ମମିତାକୁ କି ଆଶୀର୍ବାଦ ଦେଲେ ?
ଅନାଥାଶ୍ରମରୁ ବାହାରି ମମିତା ସପରିବାର କେଉଁଠାକୁ ଗଲା ?
ଜନ୍ମଦିନରେ ମମିତା କେକ୍ କାଟିବା କିମ୍ବା ମହମବତୀ ଫୁଙ୍କିବା ପାଇଁ କାହିଁକି ମନା କଲା ?
ଅନାଥାଶ୍ରମରେ ରହୁଥିବା ମମିତାର ସହପାଠିନୀର ନାମ କ’ଣ ଥିଲା ?
‘କୋଟିକରେ ଗୋଟିଏ’ ପାଠରେ ମମିତା କେଉଁଠାରେ ଜନ୍ମଦିନ ପାଳିବାକୁ ଜିଦ୍ ଧରିଥିଲା ?
‘ସ ମ ଜ ବ’ ଅକ୍ଷରଗୁଡ଼ିକୁ ସଜାଡ଼ି ମାତ୍ରା ଲଗାଇଲେ କେଉଁ ଶବ୍ଦଟି ହେବ ?
'ପଲ୍ଲବ' ଶବ୍ଦର ସଠିକ୍ ଅର୍ଥ କ’ଣ ?
ନିମ୍ନଲିଖିତ ମଧ୍ୟରୁ କେଉଁଟି 'ଲୁହ' ଶବ୍ଦର ସମାର୍ଥବୋଧକ ଶବ୍ଦ ନୁହେଁ ?
'ଭଉଣୀଭାଇ' କି ପ୍ରକାରର ଶବ୍ଦ ଅଟେ ?
'ହତଶିରୀ' ପଦ୍ୟରୂପଟିର ସଠିକ୍ ଗଦ୍ୟରୂପ କେଉଁଟି ?
ଖରାକାକରରେ ଗଛ ନିଜ ଡାଳପତ୍ରକୁ କିପରି ରଖିଥାଏ ?
ଗଛ ନିଜ ଅନ୍ତର ଫେଡ଼ି ଆମ୍ଭମାନଙ୍କୁ କ’ଣ ନ କରିବାକୁ ଅନୁରୋଧ କରିଛି ?
କିଏ ହସିଲେ ଆମର ପରିବେଶ ହତଶ୍ରୀ ହେବ ନାହିଁ ?
ଜଗତର ହିତ ସାଧନ ପାଇଁ କ’ଣ କରିବାକୁ କୁହାଯାଇଛି ?
ଗଛ ନିଜ ଆଗରେ କେଉଁ ପଥରେ ହେଳା ନ କରିବାକୁ ଶପଥ କରାଇଛି ?
ଗଛ କ’ଣ ଚିରି ସମସ୍ତଙ୍କୁ ନିଜ ଛାଇରେ ଆଶ୍ରୟ ଦେଇଛି ?
ସାନରୁ ବଡ଼ ହେବା ପର୍ଯ୍ୟନ୍ତ ଗଛ କାହାକୁ ମୂଳମନ୍ତ୍ର କରିଛି ?
ଗଛର ସୁନ୍ଦର ଫଳଭରା ରୂପଟି କାହାର ଫଳ ଅଟେ ?
ଗଛରେ ମାଳମାଳ ଫଳ ଦେଖି ଲୋକମାନେ କ’ଣ କରୁଛନ୍ତି ?
ଜନ୍ମକାଳରୁ ଗଛ କେଉଁ କେଉଁ କଷ୍ଟକୁ ନ ମାନି ସହି ଆସିଛି ?
ଗଛର ନୟନରୁ କ୍ଷୀର ବଦଳରେ କ’ଣ ଝରୁଛି ବୋଲି ସେ କହିଛି ?