ଗଛ ଜନ୍ମକାଳରୁ ଖରା, କାକର, ବର୍ଷା ଓ ଝଡ଼ି ଭଳି ଅନେକ ଦୁଃଖ ସହିଛି ।
ମମିତାର ଭଲ କାମ ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ତାକୁ ‘କୋଟିକରେ ଗୋଟିଏ’ ବୋଲି କହିଥିଲେ ।
ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ମମିତାର ଏକ ମହତ ଗୁଣ ଥିଲା ।
ମମିତା ମନ୍ଦିର ପାଖରେ ବସିଥିବା ଦିବ୍ୟାଙ୍ଗ ଲୋକମାନଙ୍କୁ କୌଣସି ସାହାଯ୍ୟ କରି ନ ଥିଲା ।
ମନ୍ଦିର ନିକଟରେ ଥିବା ଏକ ବୃଷଭକୁ ମମିତା ସାଥୀରେ ଆଣିଥିବା ଫଳ ଖୁଆଇ ଦେଇଥିଲା ।
ଅନାଥାଶ୍ରମରୁ ଫେରିବା ପରେ ମମିତା ପରିବାର ସହିତ ବୃଦ୍ଧାଶ୍ରମକୁ ଯାଇଥିଲା ।
ମମିତା ଅନାଥାଶ୍ରମରେ କେକ୍ କାଟି ଓ ମହମବତୀ ଫୁଙ୍କି ନିଜ ଜନ୍ମଦିନ ପାଳନ କରିଥିଲା ।
ଅନାଥାଶ୍ରମରେ ରହୁଥିବା ନମିତା ହେଉଛି ମମିତାର ସହପାଠିନୀ ।
ମମିତାର ଜିଦ୍ ଥିଲା ଯେ ସେ ନିଜ ଜନ୍ମଦିନଟି ଘରେ ହିଁ ଧୂମଧାମରେ ପାଳିବ ।
ଗଛ ତା’ର ବକଳ ହୃଦୟ ଚିରି ସମସ୍ତଙ୍କୁ ଖରାରେ ଛିଡ଼ା କରାଇଛି ।
ଜଗତର ହିତ ପାଇଁ ଗଛ ଲଗାଇଲେ ଚାରିଆଡ଼େ ସବୁଜିମା ଭରିଯିବ ।
ପରର ଉପକାର କରିବା ପାଇଁ ଗଛ ଧର୍ମକୁ ମୂଳମନ୍ତ୍ର କରିବା କଥା କହିଛି ।
ଗଛର ଆଖିରୁ କ୍ଷୀର ନୁହେଁ, ବରଂ ଲୋତକ ଧାରା ବୋହିଯାଉଛି ।
ମଣିଷ ଫଳ ଖାଇଲେ ଗଛର ଘୋର ଆପତ୍ତି ରହିଛି ବୋଲି ସେ କହିଛି ।
‘ଗଛ କାହାଣୀ’ କବିତାର ରଚୟିତା ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ ।