ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଏ ନାହିଁ ।
‘ଲହୁ’ ଶବ୍ଦର ଅନ୍ୟ ଏକ ସମାର୍ଥବୋଧକ ଶବ୍ଦ ହେଉଛି ‘ରୁଧିର’ ।
ଚାଷୀଭାଇ ଦିନରାତି ପାହାଡ଼ିଆ ଘାଟିରେ ରହି ଶତ୍ରୁ ସହିତ ଯୁଦ୍ଧ କରନ୍ତି ।
କେବଳ ଭୟରେ ସ୍ୱାଧୀନତା ସଂଗ୍ରାମୀମାନେ ଫାଶୀଖୁଣ୍ଟରେ ଚଢ଼ିଥିଲେ ।
‘ମାଟିର ମହକ’ କବିତାଟି କବି ରତ୍ନାକର ନାୟକଙ୍କ ଦ୍ୱାରା ରଚିତ ।
ବୀର ସୈନିକମାନେ ବରଫର ଛାତିରେ ରହି ଦେଶର ସୀମା ରକ୍ଷା କରନ୍ତି ।
‘କାରାଗାର’ ଶବ୍ଦର ସଠିକ୍ ଅର୍ଥ ରାଜପ୍ରାସାଦ ବା ରାଜବାଟୀ ।
‘ସ୍ୱାଧୀନ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ‘ପରାଧୀନ’ ଅଟେ ।
କବିତାରେ ଜାତୀୟ ପତାକାକୁ ଭାରତର ପାଦୁକା ବୋଲି କୁହାଯାଇଛି ।
ବିପଦ ସମୟରେ ରକ୍ତ ବା ଲହୁ ଢାଳି ଦେଇ ମଧ୍ୟ ଆମେ ଜାତୀୟ ପତାକାର ଟେକ ରଖିବା ।
‘ପାରାବାର’ ଶବ୍ଦର ସଠିକ୍ ଅର୍ଥ ହେଉଛି ‘ସାଗର’ ।
ଜାତୀୟ ପତାକାର ମାନ ରଖିବା ପାଇଁ ବୀରମାନେ କାନ୍ଦି କାନ୍ଦି ପ୍ରାଣ ଦେଇଥିଲେ ।
କବିତାରେ ସବୁ ଜାତିକୁ ଆପଣାର ଭାଇ ଏବଂ ସବୁ ଦେଶକୁ ଆମ ଘର ବୋଲି କୁହାଯାଇଛି ।
ଜାତୀୟ ପତାକା ଆମକୁ ପରାଧୀନତାର ବାର୍ତ୍ତା ପ୍ରଦାନ କରେ ।
‘ଜାତୀୟପତାକା’ କବିତାଟି କବି ବିନୋଦ ବିହାରୀ ରାଉତରାୟଙ୍କ ଦ୍ୱାରା ରଚିତ ।