ଧନୁର୍ବିଦ୍ୟା ପରୀକ୍ଷା ସମୟରେ ଅର୍ଜୁନ ପକ୍ଷୀ ସହିତ ଗଛ ଓ ତାହାର ପତ୍ର ମଧ୍ୟ ଦେଖୁଥିଲେ।
ଧନୁର୍ବିଦ୍ୟା ପରୀକ୍ଷା ପାଇଁ ଗୁରୁ ଦ୍ରୋଣ ଗଛ ଉପରେ ଏକ ପ୍ରକୃତ ଜୀବନ୍ତ ପକ୍ଷୀ ବସାଇଥିଲେ।
କୌରବମାନେ ଶହେ ଭାଇ ଥିଲେ ଏବଂ ପାଣ୍ଡବମାନେ ପାଞ୍ଚ ଭାଇ ଥିଲେ।
ଗଙ୍ଗୋତ୍ରୀରୁ ବାହାରିବା ସମୟରେ ଗଙ୍ଗାର ଜଳ ସ୍ୱଚ୍ଛ ଓ ରୂପା ପରି ଉଜ୍ଜ୍ୱଳ ଥାଏ।
କଲିକତା ଦେଇ ବୋହିଯାଇଥିବା ଗଙ୍ଗାର ଧାରାକୁ ‘ଯମୁନା’ ବୋଲି କୁହାଯାଏ।
ବାଂଲାଦେଶରେ ପ୍ରବାହିତ ଗଙ୍ଗାର ଧାରାକୁ ‘ପଦ୍ମା’ ବୋଲି କୁହାଯାଏ।
ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଗଙ୍ଗାନଦୀ ତିନୋଟି ଧାରାରେ ବିଭକ୍ତ ହୋଇଯାଏ।
ପ୍ରୟାଗରାଜଠାରେ ଗଙ୍ଗା ସହିତ ଗୋଦାବରୀ ନଦୀର ସଙ୍ଗମ ହୋଇଛି।
କାନପୁର ସହରର କଳକାରଖାନାଗୁଡ଼ିକ ଗଙ୍ଗାଜଳକୁ ପ୍ରଦୂଷିତ କରିବାରେ ଲାଗିଛନ୍ତି।
ହରିଦ୍ଵାର ନିକଟରୁ ବାହାରିଥିବା କେନାଲ୍ ବା ନାଳକୁ ‘ଗଙ୍ଗା ନହର’ କୁହାଯାଏ।
ହରିଦ୍ଵାରରେ ପ୍ରତି ପାଞ୍ଚ ବର୍ଷରେ ଥରେ କୁମ୍ଭମେଳା ଅନୁଷ୍ଠିତ ହୁଏ।
ଅଳକାନନ୍ଦା ନଦୀ ଦେବପ୍ରୟାଗଠାରେ ଆସି ଗଙ୍ଗା ସହିତ ମିଶିଛି।
ଗଙ୍ଗାନଦୀ ଆରାବଳୀ ପର୍ବତମାଳାରୁ ବାହାରି ଆରବ ସାଗରରେ ପଡ଼ିଛି।
ରାଜା ଭଗୀରଥ ଗଙ୍ଗାକୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିଥିବାରୁ ତାଙ୍କର ଅନ୍ୟ ଏକ ନାମ ‘ଭାଗୀରଥୀ’।
ଗଙ୍ଗାନଦୀର ଜନ୍ମସ୍ଥାନକୁ ‘ଗୋମୁଖ’ ବୋଲି କୁହାଯାଏ।