ଇସ୍ରୋ ଦ୍ୱାରା ନିର୍ମିତ ମାନବୀୟ ରୋବୋଟ୍ର ନାମ କ’ଣ ?
‘ଆମେ କୁସୁମକଳିକା’ କବିତାରେ ଶିଶୁମାନେ କେଉଁ କଥା ଦୂର କରିବାକୁ ଚାହାନ୍ତି ?
ଇଂରେଜ ସରକାର ପଠାଣି ସାମନ୍ତଙ୍କୁ କେଉଁ ଉପାଧି ପ୍ରଦାନ କରିଥିଲେ ?
ପଠାଣି ସାମନ୍ତଙ୍କ ରଚିତ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥର ନାମ କ’ଣ ?
ବିଶ୍ୱଜିତ କଲେଜରେ ପଢ଼ିବା ସମୟରେ ନିଜ ପାଠପଢ଼ା ଖର୍ଚ୍ଚ କିପରି ତୁଲାଉଥିଲେ ?
ନାତିର ଅପରେସନ୍ ପାଇଁ ଡାକ୍ତରଖାନାରେ କେତେ ଟଙ୍କା ଆବଶ୍ୟକ ଥିଲା ?
ବାସୁଦେବ ଦଳସିଂହ କେଉଁ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ?
‘ପ୍ରତିଦାନ’ ଏକାଙ୍କିକାର ରଚୟିତା କିଏ ?
ମହାକାଶରେ ‘ବ୍ୟୋମମିତ୍ର’ ରୋବୋଟ୍ କେଉଁ କାର୍ଯ୍ୟ ସମ୍ପାଦନ କରିବ ?
ଭାରତର ‘ଗଗନଯାନ’ ମିଶନକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ?
ପଠାଣି ସାମନ୍ତ କେଉଁ କେଉଁ ସାମଗ୍ରୀ ସାହାଯ୍ୟରେ ଗ୍ରହନକ୍ଷତ୍ରର ଗତିବିଧି ମାପୁଥିଲେ ?
ବାସୁଦେବବାବୁ ପୋଲିସ ଅଫିସର ବିଶ୍ୱଜିତଙ୍କୁ କି ଆଶୀର୍ବାଦ ଦେଇଥିଲେ ?
ପିଲାଦିନେ ବିଶ୍ୱଜିତ କେଉଁଠାରେ କାମ କରୁଥିଲେ ଏବଂ ତାଙ୍କୁ ସେଠାରୁ କିଏ ଉଦ୍ଧାର କରିଥିଲେ ?
ବିଶ୍ୱଜିତ ସାମନ୍ତରାୟ କିପରି ବାସୁଦେବବାବୁଙ୍କ ନାତିର ଜୀବନ ରକ୍ଷା କଲେ ?
ବାସୁଦେବବାବୁ ନିଜ ନାତି ପାଇଁ କାହିଁକି ବ୍ୟସ୍ତ ହୋଇପଡ଼ିଥିଲେ ?