ଶେଷରେ ରାଜା ଭୋଜରାଜ ସଫଳତାର ସହିତ ସିଂହାସନ ଉପରେ ବସିପାରିଲେ ।
ରାଜା ନିଜକୁ ଧନବାନ୍, ବଳବାନ୍ ଓ ବୁଦ୍ଧିମାନ ଭାବି ସିଂହାସନରେ ବସିବାକୁ ଯୋଗ୍ୟ ମନେ କଲେ ।
ଚତୁର୍ଥ ପୁତ୍ତଳିକା କହିଲା ଯେ ସିଂହାସନରେ ବସୁଥିବା ପିଲାଟି ବହୁତ କପଟୀ ଥିଲା ।
ତୃତୀୟ ପୁତ୍ତଳିକାର କଥା ଶୁଣି ରାଜା ଆଗକୁ ବଢ଼ି ସିଂହାସନରେ ବସିପଡ଼ିଲେ ।
ଦ୍ଵିତୀୟ ପୁତ୍ତଳିକା ଆଗରେ ରାଜା ସ୍ୱୀକାର କଲେ ଯେ ସେ ପିଲାବେଳେ ଅସୁବିଧାରେ ପଡ଼ି ମିଛ କହିଦେଇଥିଲେ ।
ପ୍ରଥମ ପୁତ୍ତଳିକା ରାଜାଙ୍କୁ ଚୋରି ଅପରାଧରୁ ମୁକୁଳିବା ପାଇଁ ସାତ ଦିନ ଧରି ପ୍ରାୟଶ୍ଚିତ୍ତ କରିବାକୁ କହିଲା ।
ରାଜା ଭୋଜରାଜ ପୂର୍ବରୁ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ ।
ପ୍ରଥମ ପୁତ୍ତଳିକା ରାଜାଙ୍କୁ ଜୀବନରେ କେବେ ମିଛ କହି ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲା ।
ସିଂହାସନର ଚାରୋଟି ଗୋଡ଼ରେ ଚାରିଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦେଇ ହୋଇଥିଲା ।
ମାଟି ତଳୁ ମିଳିଥିବା ସିଂହାସନଟି ସମ୍ରାଟ ଅଶୋକଙ୍କର ଥିଲା ।
ମାଟିତଳୁ ବାହାରିଥିବା ସିଂହାସନଟି ଚନ୍ଦ୍ରକାନ୍ତ ପଥରରେ ତିଆରି ଏବଂ ବତିଶଟି ପୁତ୍ତଳିକାଯୁକ୍ତ ଥିଲା ।
ପ୍ରତିଦିନ ମଞ୍ଚାରେ ବସୁଥିବା ପିଲାଟି ଗାଁ ଛାଡ଼ି ପଳାଇଥିବାରୁ ତା’ ସ୍ଥାନରେ ଅନ୍ୟ ଏକ ପିଲା ବସିଥିଲା ।
ଦୁଇଜଣ କୃଷକ ନିଜ କଳିର ବିଚାର ପାଇଁ ରାଜାଙ୍କ ପାଖକୁ ନ ଯାଇ ମଞ୍ଚାରେ ବସିଥିବା ପିଲା ନିକଟକୁ ଯାଇଥିଲେ ।
ଭୋଜରାଜଙ୍କ ନଗରୀକୁ ଲାଗି ରାମପୁର ନାମରେ ଏକ ଗ୍ରାମ ରହିଥିଲା ।
ଉଜ୍ଜୟିନୀ ନଗରୀରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ଵ କରୁଥିଲେ ।