Tap an option to check your answer instantly.
‘ଶୈଶବର କଥା’ ପାଠଟି ଫକୀର ମୋହନଙ୍କ କେଉଁ ପୁସ୍ତକରୁ ସଂଗୃହୀତ ହୋଇଛି ?
ବାଲେଶ୍ୱରର ପାର୍ଶି ସ୍କୁଲରେ ଓଡ଼ିଆ ପଣ୍ଡିତ ଭାବରେ କିଏ ନିଯୁକ୍ତ ଥିଲେ ?
ନଣ୍ଡା ଗୋସାଇଁ ମଠ ଚାହାଳୀରେ କେଉଁ ତିଥିମାନଙ୍କରେ ପାଠପଢ଼ା ବନ୍ଦ ରହୁଥିଲା ?
ପରବର୍ତ୍ତୀ ସମୟରେ ଲେଖକ ନିଜ ଗ୍ରାମର କେଉଁ ମଠରେ ଥିବା ଚାହାଳୀରେ ଭର୍ତ୍ତି ହେଲେ ?
ଅବଧାନ ଦରମା ମାଗିବା ବେଳେ ବଡ଼ବାପା କେଉଁ କଥା କହି ଆକ୍ଷେପ କରୁଥିଲେ ?
ଫକୀର ମୋହନଙ୍କ ପ୍ରତି କେଉଁ ବଡ଼ବାପା ବଡ଼ ନିଷ୍ଠୁର ଥିଲେ ?
ଫକୀର ମୋହନ ପ୍ରଥମେ ପଢ଼ିଥିବା ଚାହାଳୀର ଅବଧାନଙ୍କ ନାମ କ’ଣ ଥିଲା ?
ଡେରିରେ ବିଛଣାରୁ ଉଠିଥିବା ଚାଟଟି ଶୂନଚାଟି ଡରରେ କେଉଁଠାରେ ଯାଇ ଲୁଚି ବସୁଥିଲା ?
ଚାହାଳୀରେ ଉପସ୍ଥିତି ବିଷୟରେ ଦ୍ୱିତୀୟ ସ୍ଥାନରେ ଥିବା ଚାଟକୁ କେତୋଟି ବେତ ପାହାର ପଡ଼ୁଥିଲା ?
ଚାହାଳୀ ଛୁଟି ବେଳେ ‘ଶୂନଚାଟି’ କାହାକୁ ଦିଆଯାଉଥିଲା ?
ଚାଟଶାଳୀରେ ପଢ଼ା ଆରମ୍ଭ କଲାବେଳକୁ ଫକୀର ମୋହନଙ୍କୁ କେତେ ବର୍ଷ ହୋଇଥିଲା ?
ଭିକ ମାଗି ସଂଗ୍ରହ କରିଥିବା ଚାଉଳ ବିକ୍ରି କରି ମିଳୁଥିବା ପଇସାରେ କ’ଣ କରାଯାଉଥିଲା ?
ଫକୀରୀ ପୋଷାକ ପିନ୍ଧିବା ବେଳେ ଲେଖକଙ୍କ ହାତରେ କି ପ୍ରକାର ବାଡ଼ି ରହୁଥିଲା ?
ପ୍ରତିବର୍ଷ କେଉଁ ସମୟରେ ଲେଖକ ଆଠ ଦିନ ପାଇଁ ଫକୀର ସାଜୁଥିଲେ ?
ଠାକୁରମା ବାଲେଶ୍ୱରର କେଉଁମାନଙ୍କ ପାଖରେ ମାନତା କରି ପିଲାର ନାମ ‘ଫକୀର’ ରଖିଥିଲେ ?
ଫକୀର ମୋହନଙ୍କର ପ୍ରଥମେ କେଉଁ ନାମ ରଖାଯାଇଥିଲା ?
ବାଲ୍ୟକାଳରେ ଲେଖକ କେତେ ବର୍ଷ ପର୍ଯ୍ୟନ୍ତ ଗ୍ରହଣୀ ଓ ଅର୍ଶ ରୋଗରେ ଶଯ୍ୟାଗତ ହୋଇ ରହିଥିଲେ ?
‘ପାଳେ ତ ବାପର ମା, ପାଳେ ତ ମାଆର ମା’– ଏହା କି ପ୍ରକାର ଉକ୍ତି ଅଟେ ?
ପିତାମାତାଙ୍କ ମୃତ୍ୟୁ ପରେ ଫକୀର ମୋହନଙ୍କୁ କିଏ ସ୍ନେହରେ ପାଳନ ପୋଷଣ କରିଥିଲେ ?
ବାପାଙ୍କ ମୃତ୍ୟୁର କେତେ ମାସ ପରେ ଫକୀର ମୋହନଙ୍କ ମାତା ପ୍ରାଣତ୍ୟାଗ କଲେ ?
ଲେଖକଙ୍କ ବାପାଙ୍କ ପୋଷା କୁକୁରଟି କିପରି ମୃତ୍ୟୁବରଣ କଲା ?
ଲେଖକଙ୍କ ପିତା ଭୁବନେଶ୍ୱରର କେଉଁ ପୁଷ୍କରିଣୀ ଘାଟରେ ପ୍ରାଣତ୍ୟାଗ କରିଥିଲେ ?
ଲେଖକଙ୍କ ବାପା କେଉଁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ ?
ଫକୀର ମୋହନଙ୍କର କେତେ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ?
ଜନ୍ମମାତ୍ରେ ଫକୀର ମୋହନଙ୍କ କାନ ଫୋଡ଼ାଇ ସୁନା ଫାଶିଆ ପିନ୍ଧାଇ ଦିଆଯିବାର କାରଣ କ’ଣ ଥିଲା ?