ମୁରଲୀକାନ୍ତ ପେଟକର କ୍ରିକେଟ ଖେଳରେ ପାରା ଅଲମ୍ପିକ୍ ସ୍ୱର୍ଣ୍ଣପଦକ ଜିତିଥିଲେ ।
ଭୋଗ ପାଇଁ ପ୍ରସ୍ତୁତ କରାଯାଉଥିବା ସିର୍ନିରେ ଲଙ୍କାଗୁଣ୍ଡ ଓ ହଳଦୀ ମିଶାଯାଏ ।
ବାଲେଶ୍ଵରର ପାର୍ଶି ଅବୈତନିକ ସ୍କୁଲରେ ଓଡ଼ିଆ ପଣ୍ଡିତଙ୍କ ନାମ ବନମାଳି ବାଚସ୍ପତି ଥିଲା ।
ପିଲାମାନେ ଗାଁରୁ ଆଣୁଥିବା ଚାଟଭିକ୍ଷା ଚାଉଳରେ ଅବଧାନଙ୍କର ଖାଇବା ଖର୍ଚ୍ଚ ଚଳୁଥିଲା ।
ନଣ୍ଡା ଗୋସାଇଁ ମଠର ଚାହାଳୀରେ ପ୍ରତି ରବିବାର ଦିନ ପାଠପଢ଼ା ବନ୍ଦ ରହୁଥିଲା ।
ପାଠ ସରିବା ପରେ ସବୁ ପିଲାଙ୍କ ସହିତ ଫକୀରମୋହନ ମଧ୍ୟ ସାଙ୍ଗେ ସାଙ୍ଗେ ଘରକୁ ଚାଲିଯାଉଥିଲେ ।
ଫକୀରମୋହନ ପ୍ରଥମେ ପଢ଼ୁଥିବା ଚାହାଳୀର ଅବଧାନଙ୍କ ନାମ ବୈଷ୍ଣବ ମାହାନ୍ତି ଥିଲା ।
ଚାହାଳୀକୁ ସମସ୍ତଙ୍କ ଆଗରୁ ଆସୁଥିବା ଚାଟର ହାତ ପାପୁଲିରେ ଅବଧାନେ ବେତର ଅଗ ଛୁଆଁଇ ଦେଉଥିଲେ ।
ଚାଟଶାଳୀରେ ପାଠ ପଢ଼ିବା ଆରମ୍ଭ କଲାବେଳକୁ ଫକୀରମୋହନଙ୍କୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା ।
ପ୍ରତିବର୍ଷ ମହରମ ସମୟରେ ଫକୀରମୋହନ ଆଠଦିନ ପାଇଁ ଫକୀର ବେଶ ଧାରଣ କରୁଥିଲେ ।
ପିତାମାତାଙ୍କ ମୃତ୍ୟୁ ପରେ ବଡ଼ବାପା ପୁରୁଷୋତ୍ତମ ସେନାପତି ଫକୀରମୋହନଙ୍କୁ ସ୍ନେହରେ ଲାଳନପାଳନ କଲେ ।
ବାପାଙ୍କ ମୃତ୍ୟୁ ପରେ ତାଙ୍କ ପୋଷା କୁକୁରଟି ଆଠଦିନ ପର୍ଯ୍ୟନ୍ତ ଅନାହାରରେ ରହି ମରିଯାଇଥିଲା ।
ଫକୀରମୋହନଙ୍କ ପିତା ପୁରୀ ରଥଯାତ୍ରାରୁ ଫେରିବା ବାଟରେ କଟକଠାରେ ପ୍ରାଣତ୍ୟାଗ କରିଥିଲେ ।
ଫକୀରମୋହନଙ୍କ ପ୍ରଥମ ନାମ ଚୈତନ୍ୟ ଚରଣ ରଖାଯାଇଥିଲା ।
ଫକୀରମୋହନ ସେନାପତି ବାଲେଶ୍ଵର ସହରର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।