ନୂଆଖାଇ ପର୍ବ ଜନସାଧାରଣଙ୍କୁ କେଉଁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ ?
ନୂଆଖାଇ ଦିନ ସଞ୍ଜ ନଇଁଆସିଲେ ମନୋରଞ୍ଜନ ପାଇଁ କେଉଁ ନାଚ ପରିବେଷଣ କରାଯାଏ ?
ଭେଟ୍ଘାଟ୍ ସମୟରେ ବୁଢ଼ାବୁଢ଼ୀମାନେ ହସଖୁସିରେ କ’ଣ କହିଥାନ୍ତି ?
‘ନୂଆଖାଇ ଜୁହାର’ କାହାକୁ କୁହାଯାଏ ?
ନୂଆଖାଇ ଦିନ ସମସ୍ତେ କେଉଁ ଦିଗକୁ ମୁହଁ କରି ପ୍ରସାଦ ସେବନ କରନ୍ତି ?
ନୂଆଖାଇ ପର୍ବର ପୂର୍ବଦିନ କେଉଁ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥାଏ ?
ନୂଆଖାଇ ପର୍ବ କେଉଁ ତିଥିରେ ପାଳନ କରାଯାଏ ?
‘ନୂଆଖାଇ’ ପ୍ରବନ୍ଧଟିର ଲେଖକ କିଏ ?
ମାନବ ଜୀବନରେ ପର୍ବପର୍ବାଣିର ମୁଖ୍ୟ ଭୂମିକା କ’ଣ ରହିଛି ?
ନୂଆଖାଇକୁ ଏକ କୃଷିଭିତ୍ତିକ ଓ ସାମାଜିକ ପର୍ବ ବୋଲି କାହିଁକି କୁହାଯାଏ ?
ନୂଆଖାଇ ପର୍ବରେ ମନ୍ଦିର ଯାଇ ଠାକୁରଙ୍କ ପାଖରେ କି ପ୍ରାର୍ଥନା କରାଯାଏ ?
ନୂଆଖାଇ ଦିନ ସଞ୍ଜ ନଇଁଆସିଲେ ଲୋକମାନେ କି କି ଆନନ୍ଦ ଉତ୍ସବରେ ମାତିଉଠନ୍ତି, ବର୍ଣ୍ଣନା କର ।
‘ନୂଆଖାଇ ଜୁହାର’ ଏବଂ ‘ନୂଆଖାଇ ଭେଟ୍ଘାଟ୍’ କହିଲେ କ’ଣ ବୁଝ ? ଏହି ସମୟରେ ଗୁରୁଜନମାନେ କ’ଣ କହିଥାନ୍ତି ?
“ନୂଆଖାଇ ଏକ ସାମାଜିକ ଓ କୃଷିଭିତ୍ତିକ ପର୍ବ” — ପାଠ୍ୟପୁସ୍ତକ ଆଧାରରେ ଏହି ଉକ୍ତିର ଯଥାର୍ଥତା ବୁଝାଇ ଲେଖ ।
ନୂଆଖାଇ ଦିନ ଘରେ ପୂଜାବିଧି କିପରି କରାଯାଏ ଏବଂ ପ୍ରସାଦ କିପରି ସେବନ କରାଯାଏ, ସବିଶେଷ ବର୍ଣ୍ଣନା କର ।
‘ନୂଆଖାଇ ଭେଟ୍ଘାଟ୍’ କହିଲେ କ’ଣ ବୁଝାଏ ?
ଦେବଦେବୀଙ୍କ ପାଖରେ ଲାଗି ହେଉଥିବା ନବାନ୍ନ ପ୍ରସାଦରେ କେଉଁ କେଉଁ ଜିନିଷ ମିଶାଯାଏ ?
ନୂଆଖାଇ ପର୍ବ ପୂର୍ବରୁ ଘରର ମହିଳାମାନେ କି ପ୍ରକାର ପ୍ରସ୍ତୁତି କରନ୍ତି ?
ନୂଆଖାଇରେ ମା’ ବସୁମତୀଙ୍କ ଉଦ୍ଦେଶ୍ୟରେ କିପରି କୃତଜ୍ଞତା ଜ୍ଞାପନ କରାଯାଏ ?
ନୂଆଖାଇ ପର୍ବ ପୂର୍ବରୁ ଲୋକମାନେ କିପରି ପ୍ରସ୍ତୁତି କରିଥାନ୍ତି, ଲେଖ ।
‘ନୂଆଖାଇ’ ପର୍ବ କେଉଁ ତିଥିରେ ଏବଂ କାହିଁକି ପାଳନ କରାଯାଏ ?