ରାଜଧାନୀ ଭୁବନେଶ୍ୱରରୁ ପ୍ରଧାନପାଟର ଦୂରତା ପ୍ରାୟ ୨୯୩ କିଲୋମିଟର।
ପ୍ରଧାନପାଟସ୍ଥିତ ବସନ୍ତନିବାସର କାନ୍ଥବାଡ଼ରେ କବି ଗୋପବନ୍ଧୁ ଦାସଙ୍କ କବିତା ଲେଖାଯାଇଛି।
ପ୍ରଧାନପାଟ ଜଳପ୍ରପାତ ଦେବଗଡ଼ ଜିଲ୍ଲା ସଦର ମହକୁମାରେ ରହିଛି।
ସୀତାବିଞ୍ଜିର ‘ରାବଣଛାୟା’ ପଥର ଉପରେ ଥିବା ଚିତ୍ରକଳା ଦଶମ ଶତାବ୍ଦୀରେ ଅଙ୍କିତ ହୋଇଥିଲା।
ଇତିହାସ ପ୍ରସିଦ୍ଧ ‘ସୀତାବିଞ୍ଜି’ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ।
ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ଘୋଳିଲେ ଲାଲ ରଙ୍ଗ ତିଆରି ହୁଏ।
ଅଜନ୍ତା ମାନଚିତ୍ର ଅନୁସାରେ ସେଠାରେ ପ୍ରବାହିତ ହେଉଥିବା ନଦୀର ନାମ ବାଘୋରା ଅଟେ।
ଏଲୋରାର ପ୍ରସିଦ୍ଧ କୈଳାସ ମନ୍ଦିରଟି ଗୋଟିଏ ପାହାଡ଼ର ପଥରକୁ କାଟି ନିର୍ମାଣ କରାଯାଇଛି।
ଏଲୋରାରେ ଥିବା ମନ୍ଦିର ଓ ମୂର୍ତ୍ତିଗୁଡ଼ିକ କେବଳ ବୌଦ୍ଧଧର୍ମ ସମ୍ବନ୍ଧୀୟ ଅଟେ।
ଅଜନ୍ତା ଗୁମ୍ଫାର ଚିତ୍ରଗୁଡ଼ିକରେ ବ୍ୟବହୃତ ରଙ୍ଗ ଗଛର ପତ୍ର, ଚେରମୂଳି ଓ ଫୁଲରୁ ତିଆରି କରାଯାଇଥିଲା।
ଅଜନ୍ତା ଗୁମ୍ଫାଗୁଡ଼ିକର ମୁହଁ ପଶ୍ଚିମ ଦିଗକୁ ଥିବାରୁ ସକାଳର ସୂର୍ଯ୍ୟକିରଣ ତାହା ଭିତରେ ପଡ଼ୁଥିଲା।
ଅଜନ୍ତାରେ ପାହାଡ଼ ଉପରେ ଗୋଟିଏ ଧାଡ଼ିରେ ଅଣତିରିଶିଟି ଗୁମ୍ଫା ରହିଛି।
ଛତ୍ରପତି ସମ୍ଭାଜୀନଗରଠାରୁ ଅଜନ୍ତାର ଦୂରତା ପ୍ରାୟ ଚାଳିଶ କିଲୋମିଟର।
ଲୀନା ଖରାଛୁଟିରେ ତା' ମାଉସୀଙ୍କ ସହିତ ଅଜନ୍ତା ଓ ଏଲୋରା ବୁଲିବାକୁ ଯାଇଥିଲା।
ଅଜନ୍ତା ଓ ଏଲୋରା ଗୁମ୍ଫା ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ।