Tap an option to check your answer instantly.
ପ୍ରତିବର୍ଷ କେଉଁ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରାଯାଏ ?
୧୯୮୩ ମସିହାରେ ଆଣ୍ଟାର୍କଟିକାରେ ପ୍ରତିଷ୍ଠିତ ଭାରତର ପ୍ରଥମ ବୈଜ୍ଞାନିକ ଗବେଷଣା କେନ୍ଦ୍ରର ନାମ କ’ଣ ?
ପୃଥିବୀର ସର୍ବବୃହତ୍ ଦ୍ୱୀପ କେଉଁଟି ?
ପୃଥିବୀର କ୍ଷୁଦ୍ରତମ ମହାଦେଶ କେଉଁଟି ?
କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀର ସର୍ବବୃହତ୍ ମହାଦେଶ କେଉଁଟି ?
ଅଲିମ୍ପିକ୍ କ୍ରୀଡ଼ାର ପ୍ରତୀକରେ ଥିବା ପାଞ୍ଚଟି ଚକ୍ର କାହାକୁ ପ୍ରତିନିଧିତ୍ୱ କରେ ?
ସାଧାରଣତଃ ଏବଂ ସର୍ବାଧିକ ଗ୍ରହଣୀୟ ମତ ଅନୁସାରେ ପୃଥିବୀରେ କେତୋଟି ମହାଦେଶ ରହିଛି ?
ଭୂତତ୍ତ୍ୱବିତ୍ମାନେ ୟୁରୋପ ଏବଂ ଏସିଆ ଭୂଖଣ୍ଡକୁ ଏକତ୍ର କେଉଁ ନାମରେ ନାମିତ କରିଛନ୍ତି ?
ଭାରତରେ ବିପର୍ଯ୍ୟୟର ନିୟନ୍ତ୍ରଣ ଓ ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଟି କେଉଁଟି ?
ସମୁଦ୍ରର ଉଦ୍ଭିଦମାନଙ୍କୁ କାହିଁକି ‘ଗ୍ରହର ଫୁସଫୁସ୍’ ବୋଲି କୁହାଯାଏ ?
ଭାରତ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବିନାଶକାରୀ ସୁନାମି କେଉଁ ତାରିଖରେ ଆସିଥିଲା ?
ସମୁଦ୍ରର ତଳ ଭାଗରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଉଥିବା ବିରାଟ ତରଙ୍ଗକୁ କ’ଣ କୁହାଯାଏ ?
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ସମଗ୍ର ପ୍ରାଣୀ ଜୀବନକୁ କ’ଣ କୁହାଯାଏ ?
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ସମଗ୍ର ଉଦ୍ଭିଦ ଜଗତକୁ କ’ଣ କୁହାଯାଏ ?
ଭାରତର ଦୁଇଟି ପ୍ରମୁଖ ଦ୍ୱୀପପୁଞ୍ଜ ମଧ୍ୟରୁ ଲାକ୍ଷାଦ୍ୱୀପ କେଉଁ ଜଳରାଶିରେ ଅବସ୍ଥିତ ?
ଭାରତର ପଶ୍ଚିମ ପାର୍ଶ୍ୱରେ କେଉଁ ସାଗର ଅବସ୍ଥିତ ?
ପୃଥିବୀର ତୃତୀୟ ବୃହତ୍ତମ ମହାସାଗର କେଉଁଟି ?
ପୃଥିବୀର ସବୁଠାରୁ ଛୋଟ ବା କ୍ଷୁଦ୍ରତମ ମହାସାଗର କେଉଁଟି ?
କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀର ସର୍ବବୃହତ୍ ମହାସାଗର କେଉଁଟି ?
ପୃଥିବୀରେ ସାଧାରଣତଃ କେତୋଟି ପ୍ରମୁଖ ମହାସାଗର ଚିହ୍ନଟ କରାଯାଇଛି ?
ନିମ୍ନଲିଖତ ମଧ୍ୟରୁ କେଉଁଟି ମଧୁର ଜଳର ଉତ୍ସ ନୁହେଁ ?
ପୃଥିବୀର କେଉଁ ଗୋଲାର୍ଦ୍ଧରେ ସ୍ଥଳଭାଗର ପରିମାଣ ଅଧିକ ରହିଛି ?
ଯେଉଁ ଜଳଭାଗର ତିନି ପାର୍ଶ୍ଵ ସ୍ଥଳଭାଗ ଦ୍ୱାରା ବେଷ୍ଟିତ, ତାହାକୁ କ’ଣ କୁହାଯାଏ ?
ମହାସାଗରଠାରୁ ଅପେକ୍ଷାକୃତ କମ୍ କ୍ଷେତ୍ରଫଳ ଓ ଗଭୀରତା ବିଶିଷ୍ଟ ଲବଣାକ୍ତ ଜଳରାଶିକୁ କ’ଣ କୁହାଯାଏ ?
ବୈଦିକ ଦେବତା ବରୁଣ ମୁଖ୍ୟତଃ କାହା ସହିତ ସମ୍ବନ୍ଧିତ ?