‘ଜନ୍ମଭୂମି’ କବିତାଟି କେଉଁ ରାଗରେ ବୋଲାଯାଏ?
‘ବନ୍ଦେ ମାତରମ୍’ କବିତାଟି କାହା ଦ୍ଵାରା ରଚିତ?
‘ଗିରିବର’ ଶବ୍ଦରେ ବ୍ୟବହୃତ ‘ବର’ ଶବ୍ଦର ଅର୍ଥ କ’ଣ?
ଶ୍ରୀଚୈତନ୍ୟ ଆନନ୍ଦ ମନରେ କ’ଣ ପ୍ରଚାର କରିଥିଲେ?
ଭାରତମାତାର ଚରଣତଳେ କେଉଁ ଜଳାଶୟ ବିରାଜିତ ଅଛି?
ଭାରତମାତାର କଟି ବା ଅଣ୍ଟାରେ କେଉଁ ପର୍ବତ ବିରାଜମାନ କରିଛି?
କବିତା ଅନୁସାରେ ଭାରତମାତାର ମସ୍ତକରେ କେଉଁ ପର୍ବତ ଶୋଭା ପାଉଛି?
‘ଜନ୍ମଭୂମି’ କବିତାଟି କେଉଁ କବିଙ୍କ ଦ୍ଵାରା ରଚିତ?
ନଦୀଗୁଡ଼ିକ ଆମ ଦେଶର ଉନ୍ନତି ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ?
‘ଏଇ ଦେଶ ଏଇ ମାଟି’ କବିତାଟି କିଏ ରଚନା କରିଛନ୍ତି ଏବଂ ଏଥିରେ ମାଟିକୁ କିପରି ବର୍ଣ୍ଣନା କରାଯାଇଛି?
ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଚାରୋଟି ଜଣାଶୁଣା କବିତାର ନାମ ଲେଖ ।
ପାଠ୍ୟପୁସ୍ତକ ଆଧାରରେ ନଦୀଗୁଡ଼ିକ ଆମ ଦେଶ ପାଇଁ କିପରି ଉପକାରୀ ଓ ଗୁରୁତ୍ୱପୂର୍ଣ୍ଣ, ଆଲୋଚନା କର ।
‘ଜନ୍ମଭୂମି’ କବିତା ଆଧାରରେ ଭାରତର ବୀରରମଣୀ ତଥା ପୁଣ୍ୟବତୀ ନାରୀମାନଙ୍କ ପରିଚୟ ପ୍ରଦାନ କର ।
‘ବନ୍ଦେ ମାତରମ୍’ କବିତାରେ ମାତୃଭୂମିର କିପରି ସ୍ତୁତି କରାଯାଇଛି, ପାଠ୍ୟପୁସ୍ତକ ଅନୁଯାୟୀ ବୁଝାଇ ଲେଖ ।
ଜନ୍ମଭୂମି ପ୍ରତି ସନ୍ତାନମାନଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ ବୋଲି କବି ପ୍ରକାଶ କରିଛନ୍ତି ? ବିସ୍ତାର ଭାବରେ ଲେଖ ।
କବିତାରେ ଭାରତମାତାର ଦୁହିତା ଭାବେ କେଉଁ କେଉଁ ନାରୀମାନଙ୍କ ନାମ ଉଲ୍ଲେଖ କରାଯାଇଛି?
କେଉଁ ମହାକବିମାନେ ପବିତ୍ର କଣ୍ଠରେ ଜନ୍ମଭୂମିର ଗୁଣଗାନ କରିଥିଲେ?
ଭାରତମାତାର କୋଳରେ ଜନ୍ମଗ୍ରହଣ କରିଥିବା କେଉଁ କେଉଁ ବୀର ପୁରୁଷଙ୍କ ନାମ କବିତାରେ ରହିଛି?
କବି ଜନ୍ମଭୂମିର ସେବା ଓ ସୁଖଦୁଃଖ ବିଷୟରେ କ’ଣ କହିଛନ୍ତି?
‘ଜନ୍ମଭୂମି’ କବିତାରେ କେଉଁ କେଉଁ ମହାପୁରୁଷ ଓ ମହାକବିଙ୍କ ନାମ ଉଲ୍ଲେଖ ଅଛି ଏବଂ ସେମାନଙ୍କ ଅବଦାନ କ’ଣ ଥିଲା ?
‘ଜନ୍ମଭୂମି’ କବିତା ଅବଲମ୍ବନରେ ଭାରତମାତାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାରୀରିକ ରୂପର ବର୍ଣ୍ଣନା କର ।