‘ଉତ୍କଳଗାଥା’ ଓ ‘ନିର୍ବାସିତର ବିଳାପ’ କବିତାଗୁଡ଼ିକ କବି ମଧୁସୂଦନ ରାଓଙ୍କ ରଚନା ।
‘ଗିରିବର’ ଶବ୍ଦରେ ‘ବର’ ଶବ୍ଦର ଅର୍ଥ କ୍ଷୁଦ୍ର ବା ସାନ ।
‘ଏଇ ଦେଶ ଏଇ ମାଟି’ କବିତାଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚନା ଅଟେ ।
ଅର୍ଜୁନ ଉଭୟ କୌରବ ଓ ପାଣ୍ଡବମାନଙ୍କର ଗୁରୁ ଥିଲେ ।
ଗଙ୍ଗା ହେଉଛି ଭାରତର ଦୀର୍ଘତମ ତଥା ପବିତ୍ର ନଦୀ ।
‘ବନ୍ଦେ ମାତରମ୍’ କବିତାଟି ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା ।
ପଦ୍ମିନୀ, ସାବିତ୍ରୀ, ସୀତା ଓ ଦୁର୍ଗାବତୀ ଭାରତମାତାର ସୁଯୋଗ୍ୟ କନ୍ୟା ଅଟନ୍ତି ।
କବିତାରେ ‘ମୁଣ୍ଡ’ ଶବ୍ଦ ପାଇଁ ‘ଚରଣ’ ଶବ୍ଦ ବ୍ୟବହାର କରାଯାଇଛି ।
ଶ୍ରୀଚୈତନ୍ୟ ଆନନ୍ଦ ମନରେ ଭଗବାନଙ୍କ ନାମ ପ୍ରଚାର କରିଥିଲେ ।
ମହାକବି ବାଲ୍ମୀକି ମହାଭାରତ ଗ୍ରନ୍ଥ ରଚନା କରିଥିଲେ ।
ଭାରତମାତାର ଚରଣ ତଳେ ମହାସାଗର ବିରାଜିତ ଅଛି ।
ଭାରତମାତାର କଟି ବା ଅଣ୍ଟା ଦେଶରେ ହିମାଳୟ ପର୍ବତ ରହିଛି ।
ଭାରତମାତାର ମସ୍ତକରେ ହିମାଳୟ ପର୍ବତ ଶୋଭା ପାଉଛି ।
କବି ମଧୁସୂଦନ ରାଓ କଟକ ସହରରେ ଜନ୍ମଗ୍ରହଣ କରିଥିଲେ ।
‘ଜନ୍ମଭୂମି’ କବିତାର ରଚୟିତା ହେଉଛନ୍ତି ଭକ୍ତକବି ମଧୁସୂଦନ ରାଓ ।