Tap an option to check your answer instantly.
କଥା ଉପରେ ଗୁରୁତ୍ୱ ଦେବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦଟି ପ୍ରୟୋଗ କରାଯାଇଥାଏ ?
ଅଲମ୍ପିକ୍ କ୍ରୀଡ଼ା ପ୍ରତି କେତେ ବର୍ଷରେ ଥରେ ଅନୁଷ୍ଠିତ ହୁଏ ?
କଳ୍ପନା ଦାଶ କେବେ ମାଉଣ୍ଟ ଏଭେରେଷ୍ଟ ଶିଖରରେ ପହଞ୍ଚି ଭାରତର ବିଜୟ ପତାକା ଉତ୍ତୋଳନ କରିଥିଲେ ?
ପର୍ବତାରୋହୀ କଳ୍ପନା ଦାଶ ଓଡ଼ିଶାର କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ?
‘ଦାଣ୍ଡି କିମ୍ବା ଗୋଥା’ ଖେଳରେ ପଡ଼ିଆରେ ଗାର ଟାଣିବା ପାଇଁ କାହାର ବ୍ୟବହାର କରାଯାଏ ?
‘ଦାଣ୍ଡି କିମ୍ବା ଗୋଥା’ ଖେଳରେ ବାଉଁଶ କାଠିରେ ନିର୍ମିତ ବଲ୍କୁ କ’ଣ କୁହାଯାଏ ?
‘ଦାଣ୍ଡି କିମ୍ବା ଗୋଥା’ କେଉଁ ଜନଜାତି ପିଲାମାନଙ୍କର ଏକ ଖେଳ ଅଟେ ?
ପରସ୍ପର ବିପରୀତ ଅର୍ଥ ବୁଝାଉଥିବା ଯୁଗ୍ମଶବ୍ଦଟିକୁ ବାଛ :
‘ନିୟମକାନୁନ’ ଯୁଗ୍ମଶବ୍ଦଟିର ବିଶେଷତ୍ୱ କ’ଣ ?
‘ଖେଳିଖେଳି’ ଶବ୍ଦଟି କେଉଁ ପ୍ରକାରର ଶବ୍ଦ ଅଟେ ?
ଓଡ଼ିଶାର କେଉଁ ଜିଲ୍ଲାର ଆଦିବାସୀମାନଙ୍କ ପାଇଁ ହକି ଏକ ଅତି ପ୍ରିୟ ଖେଳ ଅଟେ ?
୧୯୭୫ ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଓଡ଼ିଶାର କେଉଁ ଖେଳାଳି ଭାଗ ନେଇଥିଲେ ?
ଲୋକମାନେ ଧ୍ୟାନଚାନ୍ଦଙ୍କ ହକି ବାଡ଼ିକୁ କାହିଁକି ‘କୁହୁକବାଡ଼ି’ ବୋଲି ସନ୍ଦେହ କରୁଥିଲେ ?
୧୯୩୬ ମସିହାରେ କେଉଁ ସହରରେ ଅନୁଷ୍ଠିତ ଅଲମ୍ପିକ୍ରେ ଧ୍ୟାନଚାନ୍ଦ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ?
ଧ୍ୟାନଚାନ୍ଦଙ୍କ ସହିତ ତାଙ୍କର କେଉଁ ଭାଇ ହକି ଖେଳୁଥିଲେ ?
ଧ୍ୟାନଚାନ୍ଦଙ୍କ ଜନ୍ମ କେଉଁ ଅଞ୍ଚଳରେ ହୋଇଥିଲା ?
ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ଲୋକମାନେ ଧ୍ୟାନଚାନ୍ଦଙ୍କୁ କ’ଣ ବୋଲି ଡାକୁଥିଲେ ?
ଭାରତର କେଉଁ ମହାନ ଖେଳାଳିଙ୍କୁ ‘ହକି ଖେଳର ଯାଦୁକର’ କୁହାଯାଏ ?
୧୯୬୪ ମସିହାରେ କେଉଁ ସହରରେ ଅନୁଷ୍ଠିତ ଅଲମ୍ପିକ୍ରେ ଭାରତ ହକିରେ ବିଜୟ ଲାଭ କରିଥିଲା ?
୧୯୨୮ ମସିହା ପରେ ଭାରତ କ୍ରମାଗତ ଭାବେ କେତୋଟି ଅଲମ୍ପିକ୍ରେ ହକିରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ?
୧୯୨୮ ମସିହାର ଅଲମ୍ପିକ୍ କ୍ରୀଡ଼ା କେଉଁ ଦେଶରେ ଅନୁଷ୍ଠିତ ହୋଇଥିଲା ?
ଭାରତ କେଉଁ ମସିହାରେ ଅଲମ୍ପିକ୍ କ୍ରୀଡ଼ାରେ ପ୍ରଥମ ଥର ପାଇଁ ହକିରେ ସ୍ୱର୍ଣ୍ଣପଦକ ଲାଭ କରିଥିଲା ?
ଆଧୁନିକ ହକି ଖେଳ ପ୍ରଥମେ ୧୮୭୫ ମସିହାରେ କେଉଁ ଦେଶରେ ଆରମ୍ଭ ହୋଇଥିଲା ?
ପୂର୍ବକାଳରେ ହକି ପରି ଏକ ଖେଳ ପ୍ରଥମେ କେଉଁ ଦେଶର ଲୋକମାନେ ଖେଳୁଥିଲେ ?
ହକି ଖେଳରେ ବ୍ୟବହୃତ ହେଉଥିବା ଷ୍ଟିକ୍ର ଅଗ୍ରଭାଗ କିପରି ହୋଇଥାଏ ?