‘ଦାଣ୍ଡି କିମ୍ବା ଗୋଥା’ ଖେଳଟି ସାଧାରଣତଃ ଦଶହରା ପର୍ବର କିଛିଦିନ ପୂର୍ବରୁ ଖେଳାଯାଏ ।
ବ୍ୟାୟାମ କରିବା ସମୟରେ ଘନଘନ ପ୍ରଶ୍ୱାସ ନେବା ଦ୍ୱାରା ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ଯାଇଥାଏ ।
ହକି ଖେଳରେ ଖେଳାଳିମାନେ ଷ୍ଟିକ୍ ବା ବାଡ଼ିର ଉଭୟ ପାର୍ଶ୍ୱ ବ୍ୟବହାର କରି ଖେଳିପାରନ୍ତି ।
କଳ୍ପନା ଦାଶ ନିଜର ପ୍ରଥମ ପ୍ରୟାସ ୨୦୦୪ ମସିହାରେ ହିଁ ମାଉଣ୍ଟ ଏଭେରେଷ୍ଟର ସର୍ବୋଚ୍ଚ ଶିଖର ଛୁଇଁଥିଲେ ।
ପର୍ବତାରୋହୀ କଳ୍ପନା ଦାଶ ଢେଙ୍କାନାଳ ଜିଲ୍ଲାର କୁମ୍ଭାରସାହିରେ ଜନ୍ମଗ୍ରହଣ କରିଥିଲେ ।
‘ଦାଣ୍ଡି କିମ୍ବା ଗୋଥା’ ଖେଳରେ ବଲ୍କୁ ଶରୀରର ଯେକୌଣସି ଅଙ୍ଗ ଦ୍ୱାରା ସ୍ପର୍ଶ କରି ଅଟକାଇ ହୁଏ ।
‘ଦାଣ୍ଡି କିମ୍ବା ଗୋଥା’ ହେଉଛି ଭିଲ-ଭିଲାଲା ଜନଜାତି ପିଲାମାନଙ୍କର ଏକ ପାରମ୍ପରିକ ଖେଳ ।
‘ଦାଣ୍ଡି କିମ୍ବା ଗୋଥା’ ଖେଳରେ ଗୋଲ୍ କରିବା ପାଇଁ ହକି ପରି ଗୋଲପୋଷ୍ଟ ଥାଏ ।
୧୯୭୫ ମସିହାର ବିଶ୍ୱ ହକି ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳି ମାଇକେଲ୍ କିଣ୍ଡୋ ଭାଗ ନେଇଥିଲେ ।
୧୯୩୬ ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଧ୍ୟାନଚାନ୍ଦ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ।
ବିଶିଷ୍ଟ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିଲା ।
ଚମକପ୍ରଦ ଖେଳ ପ୍ରଦର୍ଶନ ଯୋଗୁଁ ଦର୍ଶକବୃନ୍ଦ ଧ୍ୟାନଚାନ୍ଦଙ୍କୁ ‘ହକି ଖେଳର ଯାଦୁକର’ ବୋଲି ଆଖ୍ୟା ଦେଇଥିଲେ ।
୧୯୨୮ ମସିହାରେ ହଲାଣ୍ଡରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ସ୍ୱର୍ଣ୍ଣପଦକ ଲାଭ କରିଥିଲା ।
ହକି ଖେଳରେ ପ୍ରତି ଦଳରେ ବାର ଜଣ ଲେଖାଏଁ ଖେଳାଳି ଥାଆନ୍ତି ।
ଆଧୁନିକ ହକି ଖେଳ ପ୍ରଥମେ ୧୮୭୫ ମସିହାରେ ଇଂଲଣ୍ଡ ଦେଶରେ ଆରମ୍ଭ ହୋଇଥିଲା ।