କ୍ଷୀରରୁ ଦହି, ଦହିରୁ ଲହୁଣୀ ଏବଂ ଲହୁଣୀରୁ ଘିଅ ପ୍ରସ୍ତୁତ କରାଯାଏ ।
ଦିନର ଦ୍ଵିତୀୟ ପ୍ରହର ପ୍ରାୟ ସକାଳ ୬ ଘଟିକା ସମୟରେ ଶେଷ ହୋଇଥାଏ ।
କବିତାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ‘ଦୁଃଖୀଧନ’ ବୋଲି ସମ୍ବୋଧନ କରିଛନ୍ତି ।
‘ଉଠିଲୁ ଏଡ଼େ ବେଗି କାହିଁକି ରେ’ କବିତାର ପଦଗୁଡ଼ିକରେ କୌଣସି ସମତାନ ଶବ୍ଦ ବ୍ୟବହାର କରାଯାଇ ନାହିଁ ।
ମାଆ ଯଶୋଦା ଗୀତ ଗାଇ ଶ୍ରୀକୃଷ୍ଣଙ୍କୁ ପୁଣି ଶୁଆଇଦେବାକୁ ଚାହୁଁଥିଲେ ।
କବିତାରେ ‘ମଥନଘଟ’ ଶବ୍ଦଟି ପାଣି ରଖିବା ପିତ୍ତଳ ମାଠିଆକୁ ବୁଝାଉଛି ।
‘ପଣନ୍ତ’ ଶବ୍ଦର ଅର୍ଥ ମାଆ ପିନ୍ଧିଥିବା ଲୁଗାର କାନି ଅଟେ ।
‘ସ୍ଵପ୍ନ ବିଳାସ’ ଏବଂ ‘ପ୍ରେମଭକ୍ତି ଚନ୍ଦ୍ରିକା’ କବି ଭୀମ ଭୋଇଙ୍କର ପ୍ରଧାନ ରଚନା ଅଟେ ।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜ ଛାଇ ନ ଦେଖିବା ପାଇଁ ବାରଣ କରିଥିଲେ ।
ଶ୍ରୀକୃଷ୍ଣ ରାତି ନ ପାହୁଣୁ ବଳରାମଙ୍କ ସହିତ ବଣକୁ ଗାଈ ଚରାଇବାକୁ ଚାଲିଯାଇଥିଲେ ।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ଖୁଆଦଣ୍ଡରୁ ହାତ ଛାଡ଼ିଦେବା ପାଇଁ ସର ଖୁଆଇବାର ଲୋଭ ଦେଖାଇଥିଲେ ।
କବିତାରେ ବ୍ୟବହୃତ ‘ନବନୀତ’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଘିଅ ।
‘ଉଠିଲୁ ଏଡ଼େ ବେଗି କାହିଁକି ରେ’ କବିତାରେ ମାଆ ଯଶୋଦାଙ୍କ ବାତ୍ସଲ୍ୟ ମମତା ବର୍ଣ୍ଣନା କରାଯାଇଛି ।
ଶ୍ରୀକୃଷ୍ଣ ସକାଳୁ ଉଠି ମାଆଙ୍କୁ ଗାଈ ଦୁହିଁବା କାମ କରିବାରେ ସାହାଯ୍ୟ କରୁଥିଲେ ।
କବି ଗୋପାଳକୃଷ୍ଣ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ ।